ଦିଲ୍ଲୀ ଆଗରେ ଚେନ୍ନାଇ ରଖିଲା ୧୮୯ ରନ୍‌ର ବିଜୟ ଲକ୍ଷ୍ୟ

ମୁମ୍ବାଇ : ଚଳିତ ଆଇପିଏଲ୍‌ର ଆଜି ଖେଳା ଯାଉଛି ଦ୍ୱିତୀୟ ମ୍ୟାଚ୍‌ । ଏଥିରେ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ଡେୟାର ଡେଭିଲସ ବିପକ୍ଷରେ କରିଛି ୭ ଓ୍ଵିକେଟ୍‌ରେ ୧୮୮ ରନ୍‌ ।

ଚେନ୍ନାଇ ୨୦ ଓଭର୍‌ରେ କରିଥିଲା ୭ ଓ୍ଵିକେଟ୍‌ରେ ୧୮୮ ରନ୍‌ । ଦଳ ପକ୍ଷରୁ ମୋଇନ୍‌ ଅଲୀ ୩୬, ସୁରେଶ ରାଇନା ସର୍ବାଧିକ ୫୪ ରନ୍‌, ରାୟୁଡୁ ୨୩, ଜାଡେଜା ୨୬, ସାମ୍‌ କୁରାନ୍‌ ୧୫ ବଲ୍‌ରୁ ୩୪ ରନ୍‌ କରିଥିଲେ । ଅଧିନାୟକ ଧୋନି ଖାତା ଖୋଲି ପାରିନଥିଲେ ।

 

score-1

score-2

Leave A Reply

Your email address will not be published.