ଶିରିଡ଼ି ସାଇଙ୍କ ଆଶୀର୍ବାଦ ନେଲେ ଟିମ୍‌ ଇଣ୍ଡିଆ କୋଚ୍‌ ରବି ଶାସ୍ତ୍ରୀ

ମୁମ୍ବାଇ : ଆସନ୍ତାକାଲି ଭୋର ସମୟରେ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ଯାତ୍ରା କରିବ । ମିଶନ୍‌ ବିଶ୍ୱକପ୍‌ରେ ବାହାରିବ ଦଳ । ଏହା ପୂର୍ବରୁ ଆଜି ଦଳର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଶିରିଡ଼ି ଯାଇ ସାଇବାବାଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି । ତାଙ୍କ ସହିତ ଦଳର ଫିଲଡିଂ କୋଚ୍‌ ଆର. ଶ୍ରୀଧର ମଧ୍ୟ ସାଇବାବାଙ୍କ ଦର୍ଶନ କରିଥିଲେ । ଶ୍ରୀଧର ନିଜ ଟୁଇଟର୍‌ରେ ଏହି ଫଟୋ ପକାଇଛନ୍ତି ।

SAI

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.