ଦୂତୀଙ୍କ ସଫଳତା ପାଇଁ ଶୁଭକାମନା ଜଣାଇଲେ ଡକ୍ଟର ଅଚ୍ୟୁତ ସାମନ୍ତ

ଭୁବନେଶ୍ବର(କେନ୍ୟୁଜ୍): ଦୂତୀଙ୍କ ସଫଳତା ପଛରେ ସଦାସର୍ବଦା ପ୍ରେରଣାର ଉତ୍ସ ପାଲଟିଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ। ନାପୋଲିରେ ଅନୁଷ୍ଠିତ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ପାଇଁ ଦୂତୀଙ୍କ ସହ ଏକ ସ୍ୱତନ୍ତ୍ର ଅଫିସିଆଲ୍‌ ଟିମ୍‌ ପଠାଇଥିଲେ ଡକ୍ଟର ସାମନ୍ତ। ତେବେ ଦୂତୀଙ୍କ ସଫଳତା ପାଇଁ ଡକ୍ଟର ଅଚ୍ୟୁତ ସାମନ୍ତ ତାଙ୍କୁ ଫୁଲତୋଡା ଦେଇ ଶୁଭକାମନା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.