Below header

ପୁଣି ବିଶ୍ୱ ତାଇକୋଣ୍ଡୋ ଚମ୍ପିୟନସିପରେ ଭାଗ ନେବେ ସୁବର୍ଣ୍ଣପୁରର ଏହେସାସ ହୋତା, ମିଳୁନି କୌଣସି ଆର୍ଥିକ ସହାୟତା

ସୁବର୍ଣ୍ଣପୁର(କେନ୍ୟୁଜ୍): ପୁଣି ବିଶ୍ୱ ତାଇକୋଣ୍ଡୋ ଚମ୍ପିୟନସିପରେ ଭାଗ ନେବେ ସୁବର୍ଣ୍ଣପୁରର ଏହେସାସ ହୋତା । ଆସନ୍ତା ୨୯ରୁ ଫେବୃଆରୀ ୨ ପର୍ଯ୍ୟନ୍ତ ଦୁବାଇ ଫୁଜିରାଓ ସ୍ପୋଟ୍ସ ସିଟିରେ ଅନୁଷ୍ଠିତ ହେବ ପ୍ରତିଯୋଗିତା । ଭାରତର ୧୭ ଜଣିଆ ଦଳ ଏହି ପ୍ରତିଯୋଗିତାରେ ଭାଗ ନେବେ । ପୂର୍ବରୁ ୭ଥର ଆନ୍ତର୍ଜାତୀୟ ଓ ବିଶ୍ୱ ତାଇକୋଣ୍ଡୋ ଚମ୍ପିୟାନସିପରେ ଭାଗ ନେଇ ସ୍ୱର୍ଣ୍ଣ ପଦକ ହାସଲ କରିସାରିଛନ୍ତି ଏହେସାସ । ଚଳିତ ଥର ପୁଣି ତାଙ୍କୁ ସଫଳତା ମିଳିବ ବୋଲି ସେ ଆଶା ରଖିଛନ୍ତି । ସରକାରଙ୍କ ତରଫରୁ ଏଥିପାଇଁ କୌଣସି ଆର୍ଥିକ ସହାୟତା ମିଳିନଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.