Below header

ହକି ବିଶ୍ୱକପ୍‌ରେ ଆଜି ପୁଲ୍‌-ଡିର ଦୁଇଟି ମ୍ୟାଚ୍‌, ମୁହାଁମୁହିଁ ହେବେ ଜର୍ମାନୀ-ନେଦରଲାଣ୍ଡ ଓ ପାକିସ୍ତାନ-ମାଲେସିଆ

ଭୁବନେଶ୍ବର(କେନ୍ୟୁଜ୍) : ହକି ବିଶ୍ୱକପ୍‌ରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍‌ । ପୁଲ୍‌-ଡିର ଦୁଇଟି ମ୍ୟାଚ୍‌ ଖେଳାଯିବ । ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ ଜର୍ମାନୀ-ନେଦରଲାଣ୍ଡ । ସନ୍ଧ୍ୟା ୫ଟାରେ ଏହି ମ୍ୟାଚ୍‌ ଖେଳାଯିବ । ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ପାକିସ୍ତାନ-ମାଲେସିଆ ମଧ୍ୟରେ ଟକ୍କର । ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.