ଆଇସିସି କ୍ରିକେଟ ବିଶ୍ବ କପ୍ ୨୦୧୯ : ଆଜି ଆଫଗାନିସ୍ତାନ ସହିତ ମହାଁମୁହିଁ ହେବ ଶ୍ରୀଲଙ୍କା

କେନ୍ୟଜ୍: ଆଜି ବିଶ୍ୱକପ୍‌ରେ ଖେଳାଯିବ ୭ମ ମ୍ୟାଚ୍ । ଯେଉଁଥିରେ ଆଫଗାନିସ୍ତାନ ସହିତ ମହାଁମୁହିଁ ହେବ ଶ୍ରୀଲଙ୍କା । ସୋଫିଆ ଗାର୍ଡେନସ୍ ଷ୍ଟାଡିୟମ୍,କାର୍ଡିଫ୍ ରେ ଏହି ମ୍ୟାଚଟି ଅପରାହ୍ନ ୩ଟାରେ ଆରମ୍ଭ ହେବ । ଯାହାର ସିଧାପ୍ରସାରଣ ଆପଣମାନେ ଷ୍ଟାର ପ୍ଳସ୍ ନେଟଓ୍ୱର୍କ ଏବଂ ହଟଷ୍ଟାରରେ ଦେଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.