ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ଵିତୀୟ ଟି-୨୦ରେ ୫ ୱିକେଟରେ ହାରିଲା ଭାରତ

ଦକ୍ଷିଣ ଆଫ୍ରିକା ବିପକ୍ଷ ୨ୟ ଟି-୨୦ରେ ୫ ୱିକେଟରେ ହାରିଲା ଭାରତ । DLS ପଦ୍ଧତିରେ ଦକ୍ଷିଣ ଆଫ୍ରିକା ମ୍ୟାଚ ଜିତି ସିରିଜରେ ୧-୦ରେ ଆଗୁଆ ରହିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୧୯ ଦଶମିକ ୩ ଓଭରରେ ୭ ୱିକେଟ ହରାଇ ୧୮୦ ରନ କରିଥିଲା ।

କେନ୍ୟୁଜ: ଦକ୍ଷିଣ ଆଫ୍ରିକା ବିପକ୍ଷ ୨ୟ ଟି-୨୦ରେ ୫ ୱିକେଟରେ ହାରିଲା ଭାରତ । DLS ପଦ୍ଧତିରେ ଦକ୍ଷିଣ ଆଫ୍ରିକା ମ୍ୟାଚ ଜିତି ସିରିଜରେ ୧-୦ରେ ଆଗୁଆ ରହିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୧୯ ଦଶମିକ ୩ ଓଭରରେ ୭ ୱିକେଟ ହରାଇ ୧୮୦ ରନ କରିଥିଲା ।

ରିଙ୍କୁ ସିଂ ଅପରାଜିତ ୬୮ ରନ ଓ ସୂର୍ଯ୍ୟ କୁମାର ଯାଦବ ୫୬ ରନ କରିଥିଲେ । ବର୍ଷା ଯୋଗୁ ଖେଳ ସ୍ଥଗିତ ପରେ ଡକ ୱର୍ଥ ଲୁଇସ ନିୟମ ଅନୁଯାୟୀ ଦକ୍ଷିଣ ଆଫ୍ରିକା ଆଗରେ ବିଜୟ ପାଇଁ ୧୫ ଓଭରରେ ୧୫୨ ରନ ର ଟା.ର୍ଗେଟ ଥିଲା । ଘରୋଇ ଟିମ ୧୩ ଦଶମିକ ୫ ଓଭରରେ ୫ ୱିକେଟ ହରାଇ ଟାର୍ଗେଟ ହାସଲ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.