ଦ୍ୱିତୀୟ ଟି-୨୦କୁ ହାତେଇଲା ଟିମ୍ ଇଣ୍ଡିଆ, ସହଜରେ ୧୪୩ ରନର ଟାର୍ଗେଟକୁ ପାର କରିନେଇଛି ବିରାଟ ବାହିନୀ

ଇନ୍ଦୋର: ଦ୍ୱିତୀୟ ଟି-୨୦କୁ ହାତେଇଲା ଟିମ୍ ଇଣ୍ଡିଆ । ଇନ୍ଦୋର ଟି-୨୦କୁ ଭାରତ ୭ ୱିକେଟରେ ହାତେଇଛି। ୧୪୩ ରନର ଟାର୍ଗେଟକୁ ସହଜରେ ପାର କରିନେଇଛି ବିରାଟ ବାହିନୀ । ୨୦ ଓଭରରେ ୯ ଓ୍ଵିକେଟରେ ୧୪୨ ରନ କରିଥିଲା ଶ୍ରୀଲଙ୍କା । ମାତ୍ର ୩ ଓ୍ଵିକେଟରେ ୧୪୪ ରନ କରି ଭାରତ ବିଜୟୀ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.