Below header

ଚତୁର୍ଥ ଟେଷ୍ଟ : ଇଂଲଣ୍ଡକୁ ଅଲଆଉଟ୍ କରିବାକୁ ଭାରତୀୟ ବୋଲରଙ୍କ ଉଦ୍ୟମ ଜାରି

ଲଣ୍ଡନ : ଚତୁର୍ଥ ଟେଷ୍ଟର ଆଜି ୩ୟ ଦିନ । ଚା ପାନ ବିରତି ସୁଦ୍ଧା ଘରୋଇ ଇଂଲଣ୍ଡ ଦଳ ଦ୍ବିତୀୟ ଇନିଂସର ୫ ୱିକେଟ୍ ହରାଇ ୧୫୨ ରନ୍ କରିଥିଲା । ସାମି ୨ଟି ଏବଂ ବୁମରା ଓ ଇଶାନ୍ତ ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ତେବେ ଜେନିଂସ ଓ ଅଧିନାୟକ ରୁଟଙ୍କ ଯୋଗୁଁ ଇଂଲଣ୍ଡ ୧୨୫ ରନ୍ ଲିଡ୍ ନେଇ ସାରିଥିଲା । ଜେନିଂସ ୩୬ ଏବଂ ରୁଟ୍ ୪୮ ରନ୍ କରିଥିଲେ । ପରେ ଷ୍ଟୋକ୍ସ ଓ ବଟଲର ପାଳି ସମ୍ଭାଳିଥିଲେ । ପ୍ରଥମ ଇନିଂସରେ ଇଂଲଣ୍ଡ ୨୪୬ ରନ୍ କରିବା ପରେ ଭାରତ ପୂଜାରାଙ୍କ ଶତକ ବଳରେ କରିଥିଲା ୨୭୩ ରନ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.