Browsing Tag

India England Test Match

ଶୁଭମନ ଗିଲଙ୍କ ଲର୍ଡସ ଜର୍ସି ଲକ୍ଷ ଲକ୍ଷରେ ହେଲା ନିଲାମ, ରେସରେ ସାମିଲ ଅଛନ୍ତି ବୁମରା,ଜାଡେଜାଙ୍କ ନାଁ

ଦିଲ୍ଲୀ :  ଇଂଲଣ୍ଡ ଗସ୍ତରେ ପ୍ରଥମ ଥର ପାଇଁ ଟେଷ୍ଟ ଦଳର ଅଧିନାୟକତ୍ୱ କରିଥିଲେ ।  ଶୁଭମନ ଗିଲ ତାଙ୍କ ବ୍ୟାଟିଂ ଏବଂ ଅଧିନାୟକତ୍ୱ ପାଇଁ ବେଶ ପ୍ରଶଂସା ପାଇଥିଲେ ।  ସେ ଏହି ସିରିଜରେ ସର୍ବାଧିକ ରନ ସ୍କୋରର ହୋଇଥିଲେ । ସିରିଜ ୨-୨ରେ ଡ୍ର ହୋଇଥିଲା, ଯାହାକୁ ଭାରତ ପାଇଁ ବିଜୟ ବୋଲି ବିବେଚନା…

ଆଜିଠୁ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ, ସିରିଜ ବିଜୟ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ଆଜିଠୁ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ । ରାଞ୍ଚିରେ ଖେଳାଯିବ ମ୍ୟାଚ୍ । ଏହି ଟେଷ୍ଟ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ । ଆଗୁଆ ସିରିଜ ବିଜୟ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଏବେ ପାଞ୍ଚ ଟିକିଆ ଟେଷ୍ଟରେ ଭାରତ ୨-୧ରେ ସିରିଜ ଆଗୁଆ ରହିଛ । ରାଞ୍ଚି ଟେଷ୍ଟ ଜିତିଲେ ଆଗକୁ ସିରିଜ…

ଆଜିଠୁ ମାଞ୍ଚେଷ୍ଟରରେ ଖେଳାଯିବ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ

ଆଜିଠୁ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ । ମାଞ୍ଚେଷ୍ଟରରେ ଖେଳାଯିବ ଏହି ମ୍ୟାଚ୍‌ । ୫ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି । ଓଭାଲରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ଜବରଦସ୍ତ ପ୍ରଦର୍ଶନ କରି ଇଂଲଣ୍ଡକୁ ୧୫୭ ରନରେ ହରାଇଥିଲା । ଫର୍ମରେ ନଥିବା ଅଜିଙ୍କ୍ୟ ରାହାଣେଙ୍କ…

ଇଂଲଣ୍ଡ-ଇଣ୍ଡିଆ ତୃତୀୟ ଟେଷ୍ଟ: ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନ ନେଇପାରନ୍ତି ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ

୨୫ ରେ ଇଂଲଣ୍ଡ-ଇଣ୍ଡିଆ ତୃତୀୟ ଟେଷ୍ଟ । ଏହି ମ୍ୟାଚ୍‌ ପୂର୍ବରୁ ଭାରତ ତା’ର ପ୍ଲେଇଂ ୧୧ରେ ଅଦଳ ବଦଳ କରିପାରେ। ବିଶେଷ କରି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନ ନେଇପାରନ୍ତି ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଜାଡେଜା ଚଳିତ ସିରିଜରେ ୪୪ ଓଭର ବୋଲିଂ କରିବା ସତ୍ତ୍ୱେ ଗୋଟିଏ ହେଲେ…

ଲର୍ଡ୍ସ ଟେଷ୍ଟ ଦ୍ବିତୀୟ ଦିନର ଖେଳ ସମାପ୍ତ: ମଜବୁତ ସ୍ଥିତିରେ ଟିମ୍ ଇଣ୍ଡିଆ, ଇଂଲଣ୍ଡ ୧୧୯/୩

ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା ଦ୍ଵିତୀୟ ଟେଷ୍ଟର ଦ୍ଵିତୀୟ ଦିନର ଖେଳ ସମାପ୍ତ ହୋଇସାରିଛି। ଷ୍ଟମ୍ପ ଅପସାରଣ ସୁଦ୍ଧା ଇଂଲଣ୍ଡ ୩ ଓ୍ଵିକେଟ୍ ବିନିମୟରେ ୧୧୯ ରନ କରିଛି। ଅଧିନାୟକ ଜୋ ରୁଟ୍(୪୮) ଓ ଜୋନି ବେୟାରଷ୍ଟା(୬) ଅପରାଜିତ ଅଛନ୍ତି। ଘରୋଇ ଦଳ ଏବେ ସୁଦ୍ଧା ୨୪୫ ରନ ପଛରେ…

ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଅହମ୍ମଦାବାଦରେ ଛାଇଗଲେ ଅକ୍ଷର ଓ ଅଶ୍ୱିନ, ଇଂଲଣ୍ଡ ପ୍ରଥମ ଇଂନିସ୍‌ ୨୦୫ ରନ୍‌

ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍‌ର ଚତୁର୍ଥ ତଥା ଶେଷ ମ୍ୟାଚ୍‌ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳାଯାଉଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ବାହାରିଥିବା ଇଂଲଣ୍ଡ ଦଳ ପ୍ରଥମ ଇଂନିସ୍‌ରେ ୨୦୫ ରନ୍‌ କରି ଅଲ୍‌ଆଉଟ ହୋଇଛି। ବେନ୍‌ ଷ୍ଟୋକ୍ସ ସବୁଠାରୁ ଅଧିକ ୫୫…

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ: ୧୪୫ ରନ୍‌ରେ ଭାରତ ଅଲ୍‌ଆଉଟ, ଜୋ ରୁଟ ନେଲେ ୫ ଓ୍ଵିକେଟ

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳା ଯାଉଥିବା ତୃତୀୟ ଟେଷ୍ଟ ରୋମାଞ୍ଚକ ମୋଡରେ ପହଞ୍ଚିଛି। ଇଂଲଣ୍ଡ ଜବରଦସ୍ତ କମ୍‌ବ୍ୟାକ କରି ଭାରତକୁ ତା’ର ପ୍ରଥମ ଇଂନିସ୍‌ରେ ମାତ୍ର ୧୪୫ ରନ୍‌ରେ ଅଲ୍‌ଆଉଟ କରି ଦେଇଛି। ଇଂଲିଣ୍ଡ ପ୍ରଥମ ଇଂନିସ୍‌ରେ ୧୧୨ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା।…

ଭାରତ ଓ ଇଂଲଣ୍ଡ ଟେଷ୍ଟ୍‍: ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ସଂଗ୍ରହ କଲା ୨୫୭ ରନ୍‌, ହରାଇଲା ୬ ଉଇକେଟ୍‌

ଚେନ୍ନାଇର ଏମ୍‌ଏ ଚିଦମ୍ବରମ୍‌ ଷ୍ଟାଡିୟମ୍‌ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନ ମଧ୍ୟ ଇଂଲଣ୍ଡର ନାଁ ବଜାୟ ରହିଛି। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ନିଜ ପ୍ରଥମ ଇନିଂସ୍‌ରେ ୬ଟି ଉଇକେଟ୍‌ ହରାଇ ୨୫୭ ରନ୍‌ ସଂଗ୍ରହ କରିଛି। ଭାରତ ଏବେ ବି ଇଂଲଣ୍ଡଠୁ ୩୨୧…

ଚତୁର୍ଥ ଟେଷ୍ଟ : ଇଂଲଣ୍ଡକୁ ଅଲଆଉଟ୍ କରିବାକୁ ଭାରତୀୟ ବୋଲରଙ୍କ ଉଦ୍ୟମ ଜାରି

ଲଣ୍ଡନ : ଚତୁର୍ଥ ଟେଷ୍ଟର ଆଜି ୩ୟ ଦିନ । ଚା ପାନ ବିରତି ସୁଦ୍ଧା ଘରୋଇ ଇଂଲଣ୍ଡ ଦଳ ଦ୍ବିତୀୟ ଇନିଂସର ୫ ୱିକେଟ୍ ହରାଇ ୧୫୨ ରନ୍ କରିଥିଲା । ସାମି ୨ଟି ଏବଂ ବୁମରା ଓ ଇଶାନ୍ତ ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ତେବେ ଜେନିଂସ ଓ ଅଧିନାୟକ ରୁଟଙ୍କ ଯୋଗୁଁ ଇଂଲଣ୍ଡ ୧୨୫ ରନ୍ ଲିଡ୍ ନେଇ…

ପ୍ରଥମ ଟେଷ୍ଟ କାଲି : ପେସ୍‌ ବନାମ ସ୍ପିନ୍‌

ଆସନ୍ତାକାଲି ଏଜବାଷ୍ଟନ୍‌ରେ ଭାରତ-ଇଂଲଣ୍ଡ ଲଢ଼େଇ । ପ୍ରଥମ ଟେଷ୍ଟରେ ମୁହାଁମୁହିଁ ହେବେ ବିରାଟ ବାହିନୀ ଓ ଜୋଏ ରୁଟ୍‌ଙ୍କ ଦଳ । ଉଭୟ ଦଳର ଶକ୍ତି ଓ ସାମର୍ଥ୍ୟ ପାଖାପାଖି ସମାନ ଥିବାରୁ ଏହି ପାଞ୍ଚ ଟେଷ୍ଟର ସିରିଜ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ଇଂଲିଶ୍‌ ବୋଲର୍‌ ଭାରତର…