WPL ୨୦୨୩ : ଦିଲ୍ଲୀ କ୍ୟାପିଟାଲକୁ ୭ ଓ୍ଵିକେଟରେ ହରାଇଲା ମୁମ୍ବାଇ ଇଣ୍ଡିଆନ, ଜିତିନେଲା ଟାଇଟଲ

ରବିବାର ମୁମ୍ବାଇ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଅନୁଷ୍ଠିତ WPL ୨୦୨୩ ଫାଇନାଲ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲକୁ ୭ ଓ୍ଵିକେଟରେ ହରାଇ ମୁମ୍ବାଇ ଇଣ୍ଡିଆନ ଉଦ୍ଘାଟନୀ ଟାଇଟଲକୁ ଜିତି ନେଇଛି । ଦିଲ୍ଲୀ କ୍ୟାପିଟାଲ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ଵିକେଟ ହରାଇ ୧୩୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା ।

ମୁମ୍ବାଇ : ରବିବାର ମୁମ୍ବାଇ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଅନୁଷ୍ଠିତ WPL ୨୦୨୩ ଫାଇନାଲ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲକୁ ୭ ଓ୍ଵିକେଟରେ ହରାଇ ମୁମ୍ବାଇ ଇଣ୍ଡିଆନ ଉଦ୍ଘାଟନୀ ଟାଇଟଲକୁ ଜିତି ନେଇଛି । ଦିଲ୍ଲୀ କ୍ୟାପିଟାଲ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ଵିକେଟ ହରାଇ ୧୩୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଏହାର ଜବାବରେ ମୁମ୍ବାଇ ଇଣ୍ଡିଆନ୍‌ ୧୯.୩ ଓଭରରେ ୩ ଓ୍ଵିକେଟ ହରାଇ ୧୩୪ ରନ କରିବା ସହ ୭ ଓ୍ଵିକେଟରେ ଟାଇଟଲ ଜିତି ନେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.