Below header

ପୁରୀ ବକ୍ସିଂ ଏକାଡେମୀ ପକ୍ଷରୁ ଆଜି ଠାରୁ ଶରଧାବାଲିରେ ଜାତୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା, ୧୦ଟି ରାଜ୍ୟରୁ ଭାଗ ନେବେ ୧୨୦ଜଣ ପ୍ରତିଯୋଗୀ

ପୁରୀ: ପୁରୀ ବକ୍ସିଂ ଏକାଡେମୀ ପକ୍ଷରୁ ଆଜି ଠାରୁ ଶରଧାବାଲିରେ ଜାତୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେବ । ୧୦ଟି ରାଜ୍ୟରୁ ୧୨୦ ଜଣ ପ୍ରତିଯୋଗୀ ଓ ଅଫିସିଆଲଙ୍କୁ ମିଶାଇ ୧୫୦ ଜଣ ଅଂଶଗ୍ରହଣ କରିବେ ।

ଜୁନିୟର,ସବ ଜୁନିୟର, ସିନିୟର ବିଭାଗର ୫ଟି ଓଜନ ବର୍ଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ସର୍ବଭାରତୀୟ ସ୍ତରରେ ପୁରୀ ଓ ଓଡ଼ିଶାର ମୁଷ୍ଟିଯୋଦ୍ଧାଙ୍କୁ ଅଲିମ୍ପିକ ପାଇଁ ପ୍ରସ୍ତୁତି କରାଯିବାରେ ଏହି ପ୍ରତିଯୋଗିତା ସହାୟକ ହେବ । ଫେବୃୟାରୀ ୨୭ ଓ ୨୮ ଦୁଇ ଦିନ ଧରି ଏହି ସର୍ବଭାରତୀୟ ମୁଷ୍ଟିଯୋଦ୍ଧା ପ୍ରତିଯୋଗିତା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.