ସମ୍ବଲପୁର : ଜିଙ୍କନଗର ଠାରେ ୨୯ତମ ଜାତୀୟ ହକି ପ୍ରତିଯୋଗିତା ଉଦଘାଟିତ

ସମ୍ବଲପୁର (କେନ୍ୟୁଜ୍) : ଲେଫ୍ରିପଡା ବ୍ଲକ ଜିଙ୍କନଗର ଠାରେ ୨୯ତମ ଜାତୀୟ ହକି ପ୍ରତିଯୋଗିତା ଉଦଘାଟିତ। ଉତ୍ସବରେ ସାଂସଦ ଜୁଏଲ ଓରାମ, ବିଧାୟକ କୁସୁମ ଟେଟେ, ଅଲମ୍ପିଆନ ପ୍ରବୋଧ ତିର୍କୀ ପ୍ରମୁଖ ଯୋଗଦେଇଥିଲେ । ଆସନ୍ତା ୧୨ ତାରିଖରେ ପ୍ରତିଯୋଗୀତା ଉଦ୍ୟାପିତ ହେବ । ଜବାହାର ନବୋଦୟ ବିଦ୍ୟାଳୟ ସମିତି ଭୋପାଲ ଜୋନ ଆନୁକୂଲ୍ୟରେ ଏହାର ଆୟୋଜନ କରାଯାଇଛି। ସୁନ୍ଦରଗଡ଼ରେ ଏଭଳି ଆୟୋଜନ ସ୍ୱାଗତ ଯୋଗ୍ୟ ବୋଲି ଅତିଥିମାନେ କହିଥିଲେ । ହକି ପ୍ରତିଯୋଗିତାରେ ୮ଟି ଜୋନରୁ ୨୫୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.