Below header

ପାରା ଏସିଆଡ୍ ବ୍ୟାଡମିଣ୍ଟନ ଚାମ୍ପିଅନ୍ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର (କେନ୍ୟୁଜ୍) : ପାରା ଏସିଆଡ୍ ଚାମ୍ପିଅନଙ୍କୁ  ସମ୍ବର୍ଦ୍ଧନା । ଇଣ୍ଡୋନେସିଆର ଜାକାର୍ତ୍ତାରେ ଆୟୋଜିତ ପାରା ଏସିଆଡ ବ୍ୟାଡମିଣ୍ଟନ ସିଙ୍ଗଲସ୍ ପ୍ରତିଯୋଗିତାରେ ଚମ୍ପିୟନ ହୋଇଛନ୍ତି ଅତାବିରାର ଦିବାଙ୍ଗ ପ୍ରମୋଦ ଭଗତ । ତାଙ୍କୁ ପ୍ରୟାସରେ ପରିବର୍ତ୍ତନ ପକ୍ଷରୁ ସ୍ଥାନୀୟ ଫ୍ରେଜର କ୍ଲବରେ ସମ୍ବର୍ଦ୍ଧିତ କରାଯାଇଛି। ଚଳିତ ବର୍ଷ ଆୟୋଜିତ ଏସିଆଡ ବ୍ୟାଡମିଣ୍ଟନ ଚମ୍ପିୟନସିପ୍ ସିଙ୍ଗଲସରେ ଗୋଲ୍ଡ ମେଡାଲ ପାଇଛନ୍ତି। ଡବଲରେ ବ୍ରୋଞ୍ଜ ପଦକ ଜିତି ଓଡ଼ିଶାକୁ ଗୌରବ ଆଣିଛନ୍ତି । ପ୍ରମୋଦ ଏବେ ବିଶ୍ୱରେ ତୃତୀୟ ର‍୍ୟାଙ୍କରେ ଥିବା ବେଳେ ଭାରତରେ ପ୍ରଥମ ସ୍ଥାନରେ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.