ଫାଇନାଲିଷ୍ଟଙ୍କୁ ସଚିନ୍ଙ୍କ ଶୁଭେଚ୍ଛା, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର : ଆଜି ହକି ବିଶ୍ୱ କପ୍ର ଫାଇନାଲ ମ୍ୟାଚ୍ରେ ଦେଖିବାକୁ ମିଳିବେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର । କିଛି ସମୟ ଭିତରେ ପହଞ୍ଚିଯିବେ । ହେଲେ ତା ପୂର୍ବରୁ ଟ୍ଵିଟ୍ କରି ସଚିନ୍ ଦୁଇ ଫାଇନାଲିଷ୍ଟ ନେଦରଲାଣ୍ଡସ ଓ ବେଲଜିୟମ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ଓଡ଼ିଶାରେ ଆୟୋଜିତ ଏହି ମେଗା ଇଭେଣ୍ଟ ହକି ଖେଳର ପ୍ରସାର ଦିଗରେ ସହାୟକ ହେବ ବୋଲି କହିଛନ୍ତି । ଶୁଣନ୍ତୁ କଣ କହିଛନ୍ତି ସଚିନ୍ ଏହି ଭିଡିଓରେ ।
It has been a wonderful World Cup hosted in Odisha! This tournament will definitely inspire many young kids to take up Hockey as a sport. All the best to the Netherlands and Belgium teams for the Final today. See you there. #HWC2018 #HumBhiHockey #DilHockey pic.twitter.com/6VCpkwx8oC
— Sachin Tendulkar (@sachin_rt) December 16, 2018