ଟୋକିଓ ଯିବା ପୂର୍ବରୁ ଅଲମ୍ପିକ କିଟ୍‌ରେ ଡ୍ଯାନ୍ସ କଲେ ସାନିଆ ମିର୍ଜା, ଭିଡିଓ ଭାଇରଲ

ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଟୋକିଓ ଅଲମ୍ପିକ ୨୦୨୦ ପାଇଁ ବେଶ୍ ଉତ୍ସାହିତ ରହିଛନ୍ତି। ସାନିଆ ବୁଧବାର ଦିନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ ଅଲମ୍ପିକ କିଟ୍ ସହିତ ଡ୍ଯାନ୍ସ କରୁଥିବା ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରଲ ହେଉଛି।

 

View this post on Instagram

 

A post shared by Sania Mirza (@mirzasaniar)

ପ୍ରଧାନମନ୍ତ୍ରୀ ମୋଦି ଟୋକିଓ ଅଲମ୍ପିକ୍ସ ପାଇଁ ଚୟନ ହୋଇଥିବା ସମସ୍ତ ଖେଳାଳିଙ୍କ ମନୋବଳକୁ ଉତ୍ସାହିତ କରିଥିଲେ। ଯେଉଁଥିରେ ସୋନିଆ ମଧ୍ୟ ସାମିଲ ଥିଲେ। ସାନିଆ ଆମେରିକାନ ରାପର ଡୋଜା କ୍ଯାଟଙ୍କ ‘କିସ ମି ମୋର’ରେ ଡ୍ଯାନ୍ସ କରୁଥିବା ନଜର ଆସିଛନ୍ତି। ଭିଡିଓ ସେୟାର କରି କ୍ଯାପସନ ଲେଖିଛନ୍ତି,‘ ମେରେ ନାମ ମେ’ ‘ଏ’ର ଅର୍ଥ ବହୁତ କିଛି ରହିଛି। ଭିଡିଓରେ ‘ଏ’ର ଅର୍ଥ aggression, ambition, archives, affection।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.