କିସ୍ ଛାତ୍ର ନିତ୍ୟ ମାଝିଙ୍କୁ ସଫଳତା, ପ୍ରଥମ ଓଡ଼ିଆ ଅନ୍ତର୍ଜାତୀୟ ଜୁଡୋ ଖେଳାଳି ଭାବେ ବ୍ରୋଞ୍ଜ ପଦକ ହାସଲ

ଭୁବନେଶ୍ବର (କେନ୍ୟୁଜ୍) : କିସ୍ ଛାତ୍ର ନିତ୍ୟ ମାଝିଙ୍କୁ ସଫଳତା। ପ୍ରଥମ ଓଡ଼ିଆ ଅନ୍ତର୍ଜାତୀୟ ଜୁଡୋ ଖେଳାଳି ଭାବେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୪୬କେଜିରୁ କମ୍ ବର୍ଗରେ ସେ ଏହି ସଫଳତା ହାସଲ କରିଛନ୍ତି। ଇଂଲଣ୍ଡରେ ଚାଲିଛି କମନୱେଲଥ ଜୁଡୋ ଚାମ୍ପିୟନସିପ୍‌ ୨୦୧୯। ସେପ୍ଟେମ୍ବର ୨୬ରୁ ଚାମ୍ପିୟନସିପ୍ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ନିତ୍ୟ ଏହି ସଫଳତା ହାସଲ କରିବା ପରେ ଆସନ୍ତାକାଲି ଭୁବନେଶ୍ୱର ଫେରିବେ। ତାଙ୍କ ସପଳଥା ପଛରେ କିସର ବିଶେଷ ଅବଦାନ ଥିବା ନିତ୍ୟ ମାଝି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.