Below header

ଆଜି କୋଲକାତାରେ ଖେଳାଯିବ ତୃତୀୟ ତଥା ଅନ୍ତିମ ଟି-୨୦, ରୋହିତଙ୍କ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟ

କେନ୍ୟୁଜ୍(ବ୍ୟୁରୋ):  ଆଜି କୋଲକାତାରେ ଖେଳାଯିବ ତୃତୀୟ ତଥା ଅନ୍ତିମ ଟି-୨୦ । ସିରିଜ ଜିତି ସାରିଥିବାରୁ ଭାରତ ଆଜିର ମ୍ୟାଚରେ ପରୀକ୍ଷା ନିରୀକ୍ଷା କରିବାର ବିକଳ୍ପ ଖୋଲା ରହିଛି । ପୂର୍ବତନ କ୍ୟାପଟେନ ବିରାଟ କୋହଲି ଏବଂ ଓ୍ଵିକେଟ କିପର ଋଷଭ ପନ୍ତ ଏହି ମ୍ୟାଚ ଖେଳିବେ ନାହିଁ ।

ଭାରତ ଏହି ମ୍ୟାଚରେ ଶ୍ରେୟସ ଆୟର ଏବଂ ଋତୁରାଜ ଗାଏକଓ୍ଵାଡଙ୍କୁ ଖେଳାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଦିନିକିଆ ଶୃଙ୍ଖଳାକୁ ୦-୩ରେ ହାରିବା ପରେ ଚଳିତ ଭାରତ ଗସ୍ତରେ େଓ୍ଵଷ୍ଟଇଣ୍ଡିଜ୍‌ ଲଗାତର ୫ ମ୍ୟାଚ ହାରିସାରିଛି । ଆଜିର ମ୍ୟାଚ ଜିତି ସମ୍ମାନ ରଖିବାକୁ ଚେଷ୍ଟା କରିବ ୱେଷ୍ଟଇଣ୍ଡିଜ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.