ହକି ବିଶ୍ୱକପ୍: ଆଜି ଆର୍ଜେଣ୍ଟିନା-ସ୍ପେନ୍, ନ୍ୟୁଜିଲ୍ୟାଣ୍ଡ୍-ଫ୍ରାନ୍ସ ମୁକାବିଲା

କେନ୍ୟୁଜ୍(ଭୁବନେଶ୍ବର) : ଆଜି ହକି ବିଶ୍ୱକପ୍ରେ ଦୁଇଟି ମ୍ୟାଚ୍ ଖେଳାଯିବ । ଦୁଇଟି ଯାକ ପୁଲ୍-ଏର ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ଖେଳାଯିବ । ସଂଧ୍ୟା ୫ଟାରେ ଏହି ମ୍ୟାଚ୍ ଖେଳାଯିବ । ସେହିପରି ନ୍ୟୁଜିଲାଣ୍ଡ ଓ ଫ୍ରାନ୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଅନୁଷ୍ଠିତ ହେବ । ସଂଧ୍ୟା ୭ଟାରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ।