ଆଜି ଦ୍ୱିତୀୟ ଟି-୨୦, ମ୍ୟାଚ୍‌ ଜିତି ସିରିଜ୍‌ କବଜା କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଆଜି ଦ୍ୱିତୀୟ ଟି-୨୦ । ଆଜିର ମ୍ୟାଚ୍‌ ଜିତି ସିରିଜ୍‌ କବଜା କରିବା ଲକ୍ଷ୍ୟରେ ଟିମ ଇଣ୍ଡିଆ । ୱେଷ୍ଟ ଇଣ୍ଡିଜ ଆଜିର ମ୍ୟାଚକୁ ଜିତି ବରାବର କରିବା ଲକ୍ଷ୍ୟରେ ରହିଛି । ଉଭୟ ଟିମ୍‌ର ପ୍ଲେଇଂ ଇଲେଭେନକୁ ନେଇ ଚର୍ଚ୍ଚା ଲାଗି ରହିଛି ।

ଭାରତୀୟ ଟିମରେ କୌଣସି ପରିବର୍ତ୍ତନ ହୋଇନପାରେ । ସୂର୍ଯ୍ୟକୁମାର ଯାଦବ, ଭେଙ୍କଟେଶ ଆୟର ପ୍ରଥମ ମ୍ୟାଚରେ ଓ୍ଵିନିଂ ଇନିଂସ ଖେଳିଥିଲେ । ଉଭୟଙ୍କ ମଧ୍ୟରୁ କାହାରିକୁ ବାହାରେ ବସାଇବା ସମ୍ଭାବନା ନାହିଁ । କୋଲକାତାରେ ଆଜି ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.