Below header

ଶ୍ରୀଲଙ୍କା ବିପକ୍ଷରେ ବିରାଟ ଖେଳିବେ ନିଜର ୧୦୦ତମ ଟେଷ୍ଟ, ମୋହାଲିରେ ଦର୍ଶକଙ୍କୁ ମିଳିବ ମ୍ଯାଚ୍ ଦେଖିବାର ସୁଯୋଗ

ବିରାଟ କୋହଲି ଖେଳିବେ ୧୦୦ତମ ଟେଷ୍ଟ । ଶୁକ୍ରବାର ଆରମ୍ଭ ହେଉଥିବା ପ୍ରଥମ ଟେଷ୍ଟରେ ନଜ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିବେ । ମୋହାଲିରେ ଖେଳିବେ ୧୦୦ତମ ଟେଷ୍ଟ । ଶ୍ରୀଲଙ୍କା ବିପକ୍ଷରେ ଖେଳିବେ ଏହି ଟେଷ୍ଟ ମ୍ୟାଚ । ମୋହାଲିରେ ଦର୍ଶକଙ୍କୁ ମ୍ୟାଚ ଦେଖିବାର ସୁଯୋଗ ମିଳିବ ।

ଷ୍ଟାଡିୟମରେ ୫୦ ପ୍ରତିଶତ ଦର୍ଶକ ଦେଖିପାରିବେ । ସେହିଭଳି ପୂର୍ଣ୍ଣକାଳୀନ ଟେଷ୍ଟ ଅଧିନାୟକ ନିଯୁକ୍ତ ହେବା ପରେ ହିଟ୍‌ ମ୍ୟାନ୍‌ ରୋହିତ ଶର୍ମାଙ୍କ ଏହା ପ୍ରଥମ ମ୍ୟାଚ ହେବ । ଏହି ମ୍ୟାଚକୁ ସ୍ମରଣୀୟ କରିବା ଲାଗି ଜୋରଦାର ପ୍ରସ୍ତୁତି କରୁଛନ୍ତି । ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେ ସିରିଜରୁ ବାଦ୍‌ ପଡ଼ିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.