ତାଳଚେରରେ ପୁଣି ଦବିଲା ମାଟି, ସୃଷ୍ଟି ହେଲା ୧୦ଫୁଟ ଓସାରର ଗର୍ତ୍ତ

ତାଳଚେର (କେନ୍ୟୁଜେ): ପୁଣି ଦବିଲା ମାଟି। ତାଳଚେରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ପୀତାମ୍ବର ଦାସ ନାମକ ଜଣେ ବ୍ୟକ୍ତିଙ୍କ ରୋଷେଇ ଘରେ ଦବିଛି ମାଟି। ପ୍ରାୟ ୨ ଫୁଟ ଚଉଡାର ୧୦ଫୁଟ ଗଭୀରର ଗର୍ତ୍ତ ସୃଷ୍ଟି ହୋଇଛି। ଏହାକୁ ନେଇ ପରିବାରଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ତିନି ଚାରି ମାସ ପୂର୍ବରୁ ମଧ୍ୟ ମାଟି ଧସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.