ଆସିଲା ଅଶ୍ଵସ୍ତିକର ଖବର, ଆକ୍ରାନ୍ତକୁ ବଳିଗଲା ସୁସ୍ଥ ସଂଖ୍ୟା, ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ସୁସ୍ଥ ହେଲେ ୧୧ ହଜାର ୫୧୩ ଜଣ

ଭୁବନେଶ୍ୱର(କେ ନ୍ୟୁଜ):  ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ ୧୧ ହଜାର ୫୧୩ ଜଣ ସୁସ୍ଥତା ଲାଭ କରିଛନ୍ତି । ଯାହାକୁ ମିଶାଇ ୬ ଲକ୍ଷ ୫୮ ହଜାର ୬୪୬କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୬୪ ଥିବା ବେଳେ କଟକରୁ ଅଛନ୍ତି ୧୦୫୨ ଜଣ । ଯାଜପୁରରୁ ୭୯୧ ଜଣ ଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ୭୯୧ ଜଣ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.