ରାଜନଗର ଗଭୀର ସମୁଦ୍ର ଭିତରେ ବଡ ଅଘଟଣ: ବୁଡିଗଲା ମାଛ ମାରୁଥିବା ଟ୍ରଲର, ୧୩ ମତ୍ସ୍ୟଜୀବୀ ନିଖୋଜ
ରାଜନଗର(କେନ୍ୟୁଜ): ରାଜନଗର ଗଭୀର ସମୁଦ୍ର ମଧ୍ୟରେ ବଡ ଅଘଟଣ । ବୁଡିଗଲା ମାଛ ମାରୁଥିବା ଟ୍ରଲର ୧୩ ମତ୍ସ୍ୟଜୀବୀ ନିଖୋଜ । କୋଷ୍ଟଗାର୍ଡ ,ଧାମରା ,ତାଳଚୁଆ ଓ ପାରାଦୀପ ମେରାଇନ ପୋଲିସ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି । ଗତକାଲି ସଂଧ୍ୟା ୫ଟାରୁ ଉପାସନା ଟ୍ରଲର ନିଖୋଜ ଥିବା ନେଇ ମିଳିଛି ସୂଚନା ।