ଗାଈ ଚରାଇବାକୁ ଜଙ୍ଗଲକୁ ଯାଇଥିବା ବେଳେ ବାଘୁଆ ବିରୁଡି କଲା ଆକ୍ରମଣ, ୧୫ ଆହତ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାଞ୍ଚଡାଗୁଡା ଗ୍ରାମରେ ଅଘଟଣ । ଗାଈ ଚରାଇବାକୁ ଜଙ୍ଗଲକୁ ଯାଇଥିବା ବେଳେ ବିରୁଡି ଆକ୍ରମଣ ରେ ଗ୍ରାମର ପ୍ରାୟ ୧୫ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ସଂନ୍ଧ୍ୟା ସମୟରେ ଜଙ୍ଗଲରୁ ଗାଈ ଚରାଇ ଫେରୁଥିବା ବେଳେ ଜଙ୍ଗଲୀ ବିରୁଡି ଆକ୍ରମଣ କରିଥିଲେ।

ତେଵେ ଆହତ ମାନେ କୌଣସି ସ୍ୱାସ୍ଥ୍ୟକେନ୍ଦ୍ର କୁ ଯାଇନଥିବା ବେଳେ ସମସ୍ତ ଆହତ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.