Below header

ଆଛନ୍ଦ ଗ୍ରାମର କୁକୁଡ଼ା ଫାର୍ମରୁ ୧୮ଫୁଟର ଅଜଗର ସାପ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ ଆଛନ୍ଦ ଗ୍ରାମର ନରି ବେହେରାଙ୍କ କୁକୁଡ଼ା ଫାର୍ମରୁ ଗତକାଲି ରାତିରେ ୧୮ ଫୁଟ୍ ର ଅଜଗର ସାପ ଉଦ୍ଧାର କରାଯାଇଛି ।

ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ ଆଛନ୍ଦ ଗ୍ରାମର ନରି ବେହେରାଙ୍କ କୁକୁଡ଼ା ଫାର୍ମରୁ ଗତକାଲି ରାତିରେ ୧୮ ଫୁଟ୍ ର ଅଜଗର ସାପ ଉଦ୍ଧାର କରାଯାଇଛି । ସାପ ଉଦ୍ଧାରକାରୀ ଦଳର ସଦସ୍ୟ ସୂର୍ଯ୍ୟକାନ୍ତ ବେହେରା, ଶଙ୍କର ନାୟକ ଓ ଅନ୍ୟ ସାଥୀମାନଙ୍କ ଦ୍ଵାରା ସାପଟିକୁ ଉଦ୍ଧାର କରି କପିଳାସ ଜଙ୍ଗଲରେ ଛଡ଼ା ହୋଇଥିବା ସୂଚନା ମିଳିଛି । ଏତେ ବଡ଼ ଅଜଗର ସାପକୁ ଦେଖିବା ପାଇଁ ଗ୍ରାମର ଲୋକମାନଙ୍କ ଭିଡ଼ି ଜମି ଥିବା ଦେଖାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.