Below header

ଚାକିରି ପୂର୍ବରୁ ପୁରୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ୧୮୩ ଆଇଏଏସ ଟ୍ରେନି ଅଫିସର

ପୁରୀ(କେନ୍ୟୁଜ୍):  ପୁରୀ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କଲେ ୧୮୩ ଆଇଏଏସ ଟ୍ରେନି ଅଫିସର । ସେମାନଙ୍କ ମଧ୍ୟରେ ଅଛନ୍ତି ୧୮୧ ଜଣ ଇଣ୍ଡିଆନ୍‌ କ୍ୟାଡର ଅଫିସର ଏବଂ ୨ ଜଣ ରୟାଲ ଭୂଟାନ ସିଭିଲ୍‌ ସର୍ଭିସ କ୍ୟାଡର୍‌ ଅଫିସର । ପ୍ରଥମେ କୋଣାର୍କ ଓ ପରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଆଇଏଏସ୍‌ ଅଫିସର ଟିମ୍‌ ।

puri2

ଓଡିଶା ଟୁରିଜିମର ୬ଟି ସ୍ୱତନ୍ତ୍ର ବସ୍‌ ଯୋଗେ ପୁରୀ ବଡଦାଣ୍ଡରେ ପହଞ୍ଚି ସେଠାରୁ ଶ୍ରୀମନ୍ଦିର ପ୍ରଶାସନର ବ୍ୟାଟେରି ଚାଳିତ ଅଟୋରେ ବସି ଶ୍ରୀମନ୍ଦିର ଯାଇଥିଲେ । ପରେ ଦର୍ଶନ ସାରି ଭୁବନେଶ୍ଵର ଫେରିଯିବେ ଏହି ଟ୍ରେନି ଅଫିସର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.