Below header

ବାଇକ୍‌ ଓ ଟାଭେରା ଚକ ଫାଟି ଘଟିଲା ସିରିଜ୍ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୧୫ରୁ ଅଧିକ ଆହତ

ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ର ଏକ ଇଞ୍ଜିନିୟରିଂ କଲେଜ ନିକଟରେ ଦୁର୍ଘଟଣା ଘଟିଛି । ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ପୁରୀ(କେନ୍ୟୁଜ୍): ଫାଟିଲା ବାଇକ୍‌ ଓ ଟାଭେରା ଚକ । ଅଟୋ ସହ ବାଡେଇ ହେବାରୁ ୩ଜଣଙ୍କ ମୃତ୍ୟୁ ହୋଇଛି। ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ର ଏକ ଇଞ୍ଜିନିୟରିଂ କଲେଜ ନିକଟରେ ଦୁର୍ଘଟଣା ଘଟିଛି । ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ଟ୍ରାଭେରା ଓ ବାଇକ୍‌ କୋଣାର୍କ ଅଭିମୁଖେ ଯାଉଥିବାବେଳେ ଅଟୋଟି ପୁରୀ ଅଭିମୁଖେ ଯାଉଥିଲା । ଉଭୟ ଟାଭେରା ଓ ବାଇକ୍‌ ଚକ ଫାଟିଯିବାରୁ ଅଟୋ ସହ ବାଡେଇ ହୋଇଥିଲେ । ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.