UPSC ଅଧିନରେ ଖାଲିପଡିଛି ଆସିଷ୍ଟାଣ୍ଟ କଣ୍ଟ୍ରୋଲୋର ପଦବୀ, ବିନା ପରୀକ୍ଷାରେ ହେବ ନିଯୁକ୍ତି

UPSC ଅଧିନରେ ଖାଲିପଡିଛି ଆସିଷ୍ଟାଣ୍ଟ କଣ୍ଟ୍ରୋଲୋର ପଦବୀ, ବିନା ପରୀକ୍ଷାରେ ହେବ ନିଯୁକ୍ତି । ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୨, ୨୦୨୩ ରହିଛି । ଇଚ୍ଛୁକ ପ୍ରାର୍ଥୀ UPSC ର ଅଫିସିଆଲ ସାଇଟ upsc.gov.in କୁ ଯାଇ ଆବେଦନ କରିପାରିବେ ।

ୟୁନିଅନ ପବ୍ଲିକ ସର୍ଭିସ କମିଶନରେ ଖାଲିପଡିଛି ପଦବୀ । ଆସିଷ୍ଟାଣ୍ଟ କଣ୍ଟ୍ରୋଲୋର ଏବଂ ଅନ୍ୟ ପୋଷ୍ଟ ପାଇଁ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୨, ୨୦୨୩ ରହିଛି । ଇଚ୍ଛୁକ ପ୍ରାର୍ଥୀ UPSC ର ଅଫିସିଆଲ ସାଇଟ upsc.gov.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୭୩

ଫୋରମ୍ୟାନ(ଏରୋନଟିକାଲ): ୧

ଫୋରମ୍ୟାନ(କେମିକାଲ) : ୪

ଫୋରମ୍ୟାନ କମ୍ପ୍ୟୁଟର(ଆଇଟି): ୨

ଫୋରମ୍ୟାନ (ଇଲେକ୍ଟ୍ରିକାଲ): ୧

ଫୋରମ୍ୟାନ୍‌(ଇଲେକ୍ଟ୍ରୋନିକ୍ସ): ୧

ଫୋରମ୍ୟାନ (ମେଟାଲୁର୍ଗି) : ୨

ଫୋରମ୍ୟାନ (ଟେକ୍ସଟାଇଲ): ୨

ଡେପୁଟି ଡାଇରେକ୍ଟର: ୧୨

ଆସିଷ୍ଟାଣ୍ଟ କଣ୍ଟ୍ରୋଲୋର: ୪୭

ଲେବର ଅଫିସର : ୧

ତାରିଖ: ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୨, ୨୦୨୩ ରହିଛି ।

ଆବେଦନ ଶୁଳ୍କ : ଏହିସବୁ ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ୨୫ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ଏସବିଆଇ କାର୍ଡ ଜରିଆରେ ଅନଲାଇନରେ ଶୁଳ୍କ ଭରିପାରିବେ । ଅନସୂଚିତ ଜାତି/ ଜନଜାତି/PWBD ଏବଂ ମହିଳା ପ୍ରାର୍ଥୀ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବନି ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://www.upsc.gov.in/sites/default/files/Advt-%2003-2023-engl-100223_0.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.