ବଲାଙ୍ଗିର ଦେଓଁଗା ନିକଟରେ ପିକଅପ୍ ଓ ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ଜଣଙ୍କ ମୃତ୍ୟୁ

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିର ଦେଓଗାଁ ଠାରେ ମର୍ମନ୍ତୁଦ ସଡକ ଦୂର୍ଘଟଣା। ବଲୋରେ ପିକଅପ୍ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ବଲାଙ୍ଗିର ସହର ମନୋଜ ଭାଇ ଓ ସଇଁତଲା ରେଙ୍ଗାଲିର ବୁଲୁ ବିଶି ବୋଲି ଜଣାପଡିଛି। ତେବେ ଦୃତଗତି ଯୋଗୁଁ ଦୃର୍ଘଟଣା ହୋଇଥିବା ଜଣାପଡିଛି।