Below header

ଟ୍ରାକ୍ଟର ସହ ଧକ୍କା ହେଲା ବାଇକ୍: ଚାଲିଗଲା ୨ ଜଣଙ୍କ ଜୀବନ, ଜଣେ ଗୁରୁତର‌

ଢେଙ୍କାନାଳ: ଟ୍ରାକ୍ଟର ସହ ଧକ୍କା ହେଲା ବାଇକ୍‌ । ଚାଲିଗଲା ୨ ଜଣଙ୍କ ଜୀବନ । ଅନ୍ୟ ଜଣେ ଗୁରୁତର । ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା କାଲୁରିଆ ଗାଁ ନିକଟରେ ଦୁର୍ଘଟଣା ଘଟିଛି ।

ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ୩ଜଣ ଯାତ୍ରା ଦେଖି ଫେରଥିବା ସମୟରେ ଏକ ବାଲି ବୋଝେଇ ଟ୍ରାକ୍ଟର ସହ ଧକ୍କା ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.