Below header
Browsing Tag

dhenkanal accident

ଢେଙ୍କାନାଳ: ଟୁରିଷ୍ଟ ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଳକଙ୍କ ସମେତ ୨୦ ଆହତ

ଢେଙ୍କାନାଳ (କେନ୍ୟୁଜ୍‌): ପୁଣି ପିକନିକ ବସ୍ ଦୁର୍ଘଟଣାଗ୍ରସ୍ତ । ଟୁରିଷ୍ଟ ବସକୁ ଧକ୍କା ଦେଲା ଟ୍ରକ୍ । ଢେଙ୍କାନାଳ ମହାବିରୋଡ଼ ଥାନା ଅଧୀନ ଭେଜିଆ ମନ୍ଦିର ଛକରେ ଘଟିଛି ଦୁର୍ଘଟଣା। ଏଥିରେ ଟ୍ରକ୍ ଚାଳକଙ୍କ ସମେତ ୨୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର…

ଢେଙ୍କାନାଳ: ଓଲଟିଲା ଯାତ୍ରୀବାହୀ ବସ୍ , ୭ ଗୁରୁତର ୨୦ ଆହତ

ଢେଙ୍କାନାଳ (କେନ୍ୟୁଜ): ଯାତ୍ରୀବାହୀ ବସ ଓଲଟି ୭ ଗୁରୁତର । ଢେଙ୍କାନାଳ ସଦର ଥାନା ବଣସିଂହ ରାସ୍ତାରେ ଓଲଟିଲା ବସ। ପାଟରାଣୀ ଠାକୁରାଣୀ ମନ୍ଦିର ନିକଟ ରାସ୍ତାରେ ବସ ରାସ୍ତା ତଳକୁ ଓଲଟି ପଡ଼ିଛି। ବସ ବଣସିଂହରୁ ଢେଙ୍କାନାଳ ଆସୁଥିବା ବେଳେ ଘଟିଛି ଦୁର୍ଘଟଣା। ବସରେ ୩୫ରୁ ଅଧିକ ଯାତ୍ରୀ ଥିବା…

ଭାରସାମ୍ୟ ହରାଇ ବ୍ରାହ୍ମଣୀ ନଦୀ ଭିତରକୁ ଓଲଟିଲା ଲୁହା ବୋଝେଇ ଟ୍ରେଲର, ୨ ଚାଳକ ଗୁରୁତର

ଢେଙ୍କାନାଳ(କେନ୍ଯୁଜ୍): ଭାରସାମ୍ୟ ହରାଇ ବ୍ରାହ୍ମଣୀ ନଦୀ ଭିତରକୁ ଓଲଟିଲା ଲୁହା ବୋଝେଇ ଟ୍ରେଲର। ଦୁଇ ଚାଳକ ଗୁରୁତର। ଗୁରୁତର ଅବସ୍ଥାରେ ଜଣଙ୍କୁ କାମାକ୍ଷାନଗର ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଓ ଅନ୍ୟ ଜଣଙ୍କୁ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ…

ଢ଼େଙ୍କାନାଳର ପୁରୁଣା କଟକ – ସମ୍ବଲପୁର ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ସେନା ମୃତ

ଆଜି ଅପରାହ୍ନରେ ଢ଼େଙ୍କାନାଳର ପୁରୁଣା କଟକ - ସମ୍ବଲପୁର ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଛି। ଢ଼େଙ୍କାନାଳ ସଦର ଥାନା ଅନ୍ତର୍ଗତ ରଥପଦା ନିକଟରେ ଏକ କାର ସହ ଟ୍ରକର ଧକ୍କା ହୋଇଥିଲା। ଘଟଣା ସ୍ଥଳରୁ କାରରେ ଯାଉଥିବା ୨ଜଣ ବ୍ୟକ୍ତିଙ୍କୁ…

ଟ୍ରାକ୍ଟର ସହ ଧକ୍କା ହେଲା ବାଇକ୍: ଚାଲିଗଲା ୨ ଜଣଙ୍କ ଜୀବନ, ଜଣେ ଗୁରୁତର‌

ଢେଙ୍କାନାଳ: ଟ୍ରାକ୍ଟର ସହ ଧକ୍କା ହେଲା ବାଇକ୍‌ । ଚାଲିଗଲା ୨ ଜଣଙ୍କ ଜୀବନ । ଅନ୍ୟ ଜଣେ ଗୁରୁତର । ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା କାଲୁରିଆ ଗାଁ ନିକଟରେ ଦୁର୍ଘଟଣା ଘଟିଛି । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ୩ଜଣ ଯାତ୍ରା ଦେଖି…

ରାଜ୍ଯରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା: ୪ମୃତ, ତିନି ଗୁରୁତର

ବାଲେଶ୍ୱର/ଢେଙ୍କାନାଳ: ଟ୍ରକ ପଛରେ ପିଟି ହେଲା ସ୍କର୍ପିଓ। ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର। ବାଲେଶ୍ୱର ଜିଲ୍ଲା ସୋର ୧୬ନମ୍ବର ଜାତୀୟ ରାଜପଥ କଲେଜ ଛକ ନିକଟରେ ହେି ଦୁର୍ଘଟଣା ଘଟିଛି। ପଶ୍ଚିମବଙ୍ଗ ମୁକୁନ୍ଦପୁର ଅଞ୍ଚଳରୁ ଏକ ସ୍କର୍ପିଓ କଟକ ଯାଉଥିବାବେଳେ ରାସ୍ତାରେ ଛିଡା ହୋଇଥିବା ଏକ…