Below header

୧୮ ନମ୍ବର ଜାତୀୟ ରାଜପଥର ବାରିପଦା ସହର ମୁର୍ଗଭାଡ଼ିରେ ଦୁର୍ଘଟଣା: ୨ ଜଣ ମୃତ, ଜଣେ ଗୁରୁତର

ବାରିପଦା : ୧୮ ନମ୍ବର ଜାତୀୟ ରାଜପଥର ବାରିପଦା ସହର ମୁର୍ଗଭାଡ଼ିରେ ଦୁର୍ଘଟଣା । ୨ ଜଣ ମୃତ, ଜଣେ ଗୁରୁତର । ବାଇକରେ ତିନି ଜଣ ଯାଉଥିବା ବେଳେ ପଛପଟୁ ଆସୁଥିବା ବାଲି ବୋଝେଇ ଏକ ମିନିଟ୍ରକ ଧକ୍କା ଦେଇଥିଲା ।

ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କର ପରିଚୟ ମିଳିପାରିନାହିଁ । ଅନ୍ୟ ଦୁଇ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବାରିପଦା ପୋଲିସ ପହଞ୍ଚି ତଦନ୍ତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.