ବରଯାତ୍ରୀ ଯାଇ ଫେରୁଥିବାବେଳେ କଲଭର୍ଟରେ ପିଟିହେଲା ଗାଡ଼ି, ଚାଲିଗଲା ୨ ଜୀବନ

କରଞ୍ଜିଆ(କେନ୍ୟୁଜ୍‌): ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ। ବରଯାତ୍ରୀ ଯାଇ ଫେରୁଥିବାବେଳେ କଲଭର୍ଟରେ ପିଟିହେଲା ଗାଡ଼ି ଠାକୁରମୁଣ୍ଡା ଓ ଆନନ୍ଦପୁର ରାସ୍ତା ତରାମରା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ଗତକାଲି ଗୁଡଭଙ୍ଗାରୁ ଶୁକୃଳି ବରଯାତ୍ରୀ ଯାଇ ଫେରୁଥିବାବେଳେ ଭାରସାମ୍ୟ ହରାଇ କରଭର୍ଟରେ ପିଟିହୋଇଯାଇଥିଲା। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା। ଠାକୁରମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.