ବଲାଙ୍ଗିର : ଭିନ୍ନ ଭିନ୍ନ ସ୍ଥାନରେ ପାଣିରେ ବୁଡି ୨ ମୃତ

ବଲାଙ୍ଗିର ଜିଲ୍ଳାରେ ଘଟିଯାଇଛି ଦୁଇଟି ଅଭାବନୀୟ ଘଟଣା । ଦୁଇଟି ଗ୍ରାମରେ ଦୁଇ ଜଣଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି ।

ଵଲାଙ୍ଗିର : ବଲାଙ୍ଗିର ଜିଲ୍ଳାରେ ଘଟିଯାଇଛି ଦୁଇଟି ଅଭାବନୀୟ ଘଟଣା । ଦୁଇଟି ଗ୍ରାମରେ ଦୁଇ ଜଣଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି । ହରଡ଼ା ଟାଲ ଗାଁ ରେ ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତୁଷୁରାରେ ପୋଖରୀରେ ବୁଡି ଜଣଙ୍କ ମୃତ୍ୟୁ ହୋଇଛି । ଵଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନରେ ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.