Below header

ସାପୁଆ ନଦୀରେ ୨୦ଫୁଟର ଘାଇ: ଘଟଣାସ୍ଥଳରେ ଉପଜିଲ୍ଲାପାଳଙ୍କ ସ୍ଥିତି ଅନୁଧ୍ୟାନ

ସାପୁଆ ନଦୀରେ ଘାଇ । ଆଠଗଡ଼ ଧୁରୁସିଆ ପଂଚାୟତ ସାପୁଆ ନଦୀ ନିକଟ ରମ୍ପାବନ୍ଧରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଘାଇ ଯୋଗୁଁ ଧୁରୁଷିଆ, ଘଂଟିଖାଲ, କଖଡ଼ି, ମଂଚେଶ୍ୱର ପଞ୍ଚାୟତର ବିଭିନ୍ନ ଗାଁ ବିଲରେ ପାଣି ପଶିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି ।

ଆଠଗଡ଼ (କେନ୍ୟୁଜ): ସାପୁଆ ନଦୀରେ ଘାଇ । ଆଠଗଡ଼ ଧୁରୁସିଆ ପଂଚାୟତ ସାପୁଆ ନଦୀ ନିକଟ ରମ୍ପାବନ୍ଧରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ମହାନଦୀର ଜଳସ୍ତର ବଢିବା ଯୋଗୁଁ ବ୍ୟାକ ଓ୍ୱାଟର ସାପୁଆ ନଇରେ ପଶୁଛି ବନ୍ୟାଜଳ । ଘାଇ ଯୋଗୁଁ ଧୁରୁଷିଆ, ଘଂଟିଖାଲ, କଖଡ଼ି, ମଂଚେଶ୍ୱର ପଞ୍ଚାୟତର ବିଭିନ୍ନ ଗାଁ ବିଲରେ ପାଣି ପଶିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି । ସେପଟେ ଘଟଣା ସ୍ଥଳରେ ସ୍ଥିତି ଯାଞ୍ଚ କଲେ କଟକ ଏଡିଏମ ଉମାକାନ୍ତ ରାଜଙ୍କ ସହ ଆଠଗଡ ଉପଜିଲ୍ଲାପାଳ ଓ ତହସିଲଦାର ଆଠଗଡ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.