Below header

ରାଜ୍ୟରେ ଗତ ୨୪ଘଣ୍ଟାରେ ୨୧୮ ପଜିଟିଭ୍‌ ଚିହ୍ନଟ, ବରଗଡ଼ ଜିଲ୍ଲାରୁ ସର୍ବାଧିକ ୩୪ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ପୁଣି ୨୦୦ ଉପରେ କରୋନା ଆକ୍ରାନ୍ତ । ଗତ ୨୪ଘଣ୍ଟାରେ ୨୧୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍‌ରୁ ୧୨୯, ଲୋକାଲ କେସ୍‌ ୮୯ ଚିହ୍ନଟ ହୋଇଛନ୍ତି।

ବରଗଡ଼ ଜିଲ୍ଲାରୁ ସର୍ବାଧିକ ୩୪ ପଜିଟିଭ୍‌ ରହିଛନ୍ତି। ନୂଆପଡାରୁ ୨୯, ସୁନ୍ଦରଗଡ଼ରୁ ୨୬, ଖୋର୍ଦ୍ଧାରୁ ୨୫, କଟକରୁ ୧୬, କଳାହାଣ୍ଡିରୁ ୧୩ ଓ ଅନୁଗୁଳରୁ ୧୨ଜଣ ନୂଆ ଆକ୍ରାନ୍ତ ରହିଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ପଜିଟିଭ୍‌ ୩ଲକ୍ଷ ୪୦ହଜାର ୬୨୦ରେ ପହଞ୍ଚିଛି। ୩ଲକ୍ଷ ୩୬ହଜାର ୮୦୯ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ୍‌ କେସ୍‌ ରହିଛିି ୧୮୩୭।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.