କଟକରୁ ଦୁଇ କେଜି ସୁନା ସହିତ ୨ଜଣଙ୍କୁ ଗିରଫ କଲା କମିଶନରେଟ୍‌ ପୋଲିସ୍

ପଞ୍ଜାବରୁ ସୁନା ଆଣି ଟିକସ ଫାଙ୍କି କଟକରେ ବିକ୍ରି କରୁଥିଲେ

କଟକ(କେନ୍ଯୁଜ୍): କଟକରେ ବେଆଇନ ସୁନା କାରବାର ଠାବ କରିଛି କମିଶନରେଟ୍‌ ପୋଲିସ୍। ଦୁଇ କେଜି ସୁନା ଜବତ ହୋଇଥିବା ବେଳେ ଦୁଇ ଜଣ ଗିରଫ ହୋଇଛନ୍ତି। ପଞ୍ଜାବରୁ ସୁନା ଆଣି ଟିକସ ଫାଙ୍କି କଟକରେ ବିକ୍ରି କରୁଥିଲେ।

ମାଲଗୋଦାମ ଥାନା ପୋଲିସ ଏହି ଘଟଣାର ପର୍ଦ୍ଦାଫାସ କରିଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଉଛନ୍ତି କଟକ ଡିସିପି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.