Below header
Browsing Tag

gold smuggling

ମୁମ୍ବାଇ: ପେଟ ଭିତରେ ଲୁଚାଇ ରଖିଥିଲେ ୨୪୦ ଗ୍ରାମ୍‌ ସୁନା! ଅନ୍ତର୍ଜାତୀୟ ବିମାନବନ୍ଦରରେ ଏମିତି ଧରାପଡ଼ିଲେ ବ୍ୟକ୍ତି

ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ କଷ୍ଟମ୍‌ ଅଧିକାରୀମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ଏଠାରେ କଷ୍ଟମ୍ ଟିମ୍ ଜଣେ ବ୍ୟକ୍ତିଙ୍କୁ ଧରିଛି, ଯାହାଙ୍କ ପେଟରୁ ୨୪୦ ଗ୍ରାମ ସୁନା ବାହାରିଛି। ବ୍ୟକ୍ତି ଜଣକ ଏହି ସୁନାକୁ ନିଜ ପେଟ ଭିତରେ ଲୁଚାଇ ରଖିଥିଲେ। ଗିରଫ ବ୍ୟକ୍ତିଙ୍କ ନାମ ଇନ୍ତିଜାର୍‌…

କଟକରୁ ଦୁଇ କେଜି ସୁନା ସହିତ ୨ଜଣଙ୍କୁ ଗିରଫ କଲା କମିଶନରେଟ୍‌ ପୋଲିସ୍

କଟକ(କେନ୍ଯୁଜ୍): କଟକରେ ବେଆଇନ ସୁନା କାରବାର ଠାବ କରିଛି କମିଶନରେଟ୍‌ ପୋଲିସ୍। ଦୁଇ କେଜି ସୁନା ଜବତ ହୋଇଥିବା ବେଳେ ଦୁଇ ଜଣ ଗିରଫ ହୋଇଛନ୍ତି। ପଞ୍ଜାବରୁ ସୁନା ଆଣି ଟିକସ ଫାଙ୍କି କଟକରେ ବିକ୍ରି କରୁଥିଲେ। ମାଲଗୋଦାମ ଥାନା ପୋଲିସ ଏହି ଘଟଣାର ପର୍ଦ୍ଦାଫାସ କରିଛି। ଏନେଇ ସାମ୍ବାଦିକ…

N‌-95 ମାସ୍କରେ ୪୦ ଗ୍ରାମ୍‌ ସୁନା ଲୁଚାଇ ନେଉଥିଲେ ବ୍ୟକ୍ତି, ବିମାନବନ୍ଦରରେ ଧରାପଡ଼ିଲେ; ଦେଖନ୍ତୁ ଭିଡିଓ

କରୋନା ସଂକ୍ରମଣ ରୋକିବା ପାଇଁ ବ୍ୟବହାର କରାଯାଉଥିବା ମାସ୍କକୁ ଏବେ ସ୍ମଗଲରମାନେ ସୁନା ଚାଲାଣ ପାଇଁ ବ୍ୟବହାର କରୁଛନ୍ତି। ଆଜି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। କେରଳରେ ଜଣେ ବ୍ୟକ୍ତି ନିଜ ଏନ୍‌ ୯୫ ମାସ୍କରେ ୪୦ ଗ୍ରାମ୍‌ ସୁନା ଚୋରାରେ ନେଉଥିବା ବେଳେ କୋଝିକୋଡେ ଅନ୍ତର୍ଜାତୀୟ…

ବିଶାଖାପାଟଣା ରେଳଷ୍ଟେସନରୁ ଏକକୋଟି ୮ଲକ୍ଷରୁ ଅଧିକ ସୁନା ଜବତ

ବିଶାଖାପାଟଣା(କେନ୍ୟୁଜ୍) : ବିଶାଖାପାଟଣା ରେଳଷ୍ଟେସନରୁ ୩କିଲୋ ୩ଶହ ୧୪ଗ୍ରାମର ସୁନା ଜବତ। ଅଭିନବ ଉପାୟରେ ସୁନା ଚାଲାଣ କରୁଥିବା ସୁନାକୁ ଜବତ କରିଛି ବିଶାଖାପାଟଣା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶକ। ଜବତ ସୁନାର ମୂଲ୍ୟ ଏକକୋଟି ୮ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ୨ଜଣ ସନ୍ଦିଗ୍ଧ…