ସୋର ଥାନା ନିକଟରେ ମହିଳାଙ୍କୁ ଆକ୍ରମଣ କରି ଦୁର୍ବୃତ୍ତ ଲୁଟିନେଲେ ସୁନା ହାର, ପୋଲିସର ତଦନ୍ତ ଜାରି

ସୋର:  ୧୬ ନମ୍ବର ଜାତୀୟ ରାଜପଥରେ ଦନିକୁ ଦିନ ଲୁଟେରା ମାନଙ୍କ ରାହାଜାନି ସଂଖ୍ୟା ବୃଦ୍ଧି ପାଇବା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇପଡିଥିବା ବେଳେ ପୁଣି ଏକ ଛିନତାଇ ଘଟଣା ସୋର ଥାନା ନିକଟରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ସୋର ନିକଟବର୍ତ୍ତୀ ରୋଷ ଗ୍ରାମର ମାନସୀ ସ୍କୁଟିରେ ଯାଉଥିବା ବେଳେ ସୋର ଥାନ ନିକଟରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରି ବେକରୁ ସୁନା ହାର ଲୁଟି ନେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତନାଘନା ଆରମ୍ଭ କରିବା ସହ ମହିଳାଙ୍କୁ ଡାକ୍ତରଖାନ ପଠାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.