Browsing Tag

police station

ହାଇକୋର୍ଟରେ ଭରତପୁର ଥାନା ମାମଲାର ଶୁଣାଣି, ୧୫ ଦିନ ଭିତରେ ଥାନାରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ

କଟକ : ହାଇକୋର୍ଟରେ ଭରତପୁର ଥାନା ମାମଲାର ଶୁଣାଣି । ଭରତପୁର ଥାନାରେ ସିସିଟିଭି ନଥିବା ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲାର ଶୁଣାଣି ହୋଇଛି। ଭରତପୁର ଥାନା ଘଟଣାରେ ପୋଲିସର ତଦନ୍ତ ଜାରି ରହିଥିବାବେଳେ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ହାଇକୋର୍ଟ ।  ଥାନାରେ ସେନା ବାହିନୀଙ୍କ…

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା, ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଥାନା ଘେରିଲେ ଗ୍ରାମବାସୀ

ଆଳି : ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଥାନା ଘେରିଲେ ଗ୍ରାମବାସୀ ।  କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ନିଆଳ ଗାଁର  ଯୁବକ ରାଜେନ୍ଦ୍ର ପଲାଇଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିକରି ଗତକାଲି ଗ୍ରାମବାସୀମାନେ ଆଳି ଥାନା ଘେରାଉ କରିଥିଲେ। ଗତ…

ଥାନା ସମ୍ମୁଖରେ ଦଳିତ ମହିଳାଙ୍କୁ ଘୋଷାଡ଼ି ନେବା ଘଟଣା, ୩ ପୋଲିସ ଅଧିକାରୀଙ୍କୁ ବଦଳି

ଚାନ୍ଦବାଲି: ଚାନ୍ଦବାଲି ଥାନା ପରିସରରେ ଦଳିତ ମହିଳାଙ୍କୁ ଘୋଷାଡି ଘୋଷାଡି ମାଡ଼ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ବଦଳିଲେ ୩ ପୋଲିସ ଅଧିକାରୀ । ଜଣେ ଏଏସ୍ଆଇ, ଜଣେ କନେଷ୍ଟବଳ ଓ ଜଣେ ହୋମଗାର୍ଡଙ୍କୁ ବଦଳି କରାଯାଇଛି। ପୋଲିସ ମୁଖ୍ୟାଳୟକୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି ଏସପି । ଏହି ତିନି…

ଥାନାକୁ ଅଭିଯୋଗ କରିବାପାଇଁ ଆସି ମା’ ହରାଇଲା ୨ ବର୍ଷର ଶିଶୁ ପୁତ୍ର

କାକଟପୁର(କେନ୍ୟୁଜ୍‌): ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଥାନାକୁ ଅଭିଯୋଗ କରିବାପାଇଁ ଆସି ମା’ ହରାଇଲା ଦୁଇବର୍ଷର ଶିଶୁପୁତ୍ର । ଆଜି ପୁରୀ ଜିଲ୍ଲାର ଏକ ପୋଲିସ ଷ୍ଟେସନରେ ଦୁଇ ବର୍ଷର ଶିଶୁ ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଛି । ପରିବାର ବିବାଦକୁ ନେଇ ତାଙ୍କ ଶାଶୁଙ୍କ ବିରୋଧରେ…

ଖୋର୍ଦ୍ଧାରେ ଓ କେନ୍ଦୁଝରରେ ହେବ ନୂତନ ପୋଲିସ ଷ୍ଟେସନ, ୪୭ ପଦବୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧାରେ ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ। ଏଥିପାଇଁ ୨୩ଟି ଅତିରିକ୍ତ ପଦବୀ ସୃଷ୍ଟି ହେବ। ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ଆଉ ଏବେ ଖୋର୍ଦ୍ଧାରେ…

ଭୁବନେଶ୍ୱରରେ ଚାଞ୍ଚଲ୍ୟ: ଥାନା ପରିସରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ୨ ଅଟକ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ଥାନା ପରିସରରେ ଯୁବକଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ । ମୃତକ ହେଲେ ଯାଜପୁର ଜିଲ୍ଲା ବରୀ ଥାନା ରାମଚନ୍ଦ୍ରପୁରର ୪୨ ବର୍ଷିୟ ବିଚିତ୍ର ପଲେଇ । ସେ ମଞ୍ଚେଶ୍ୱର ଥାନା ଗାଡ଼କଣ ଅଞ୍ଚଳରେ ରହୁଥିଲେ । ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

ବନବିଭାଗ ହେପାଜତରେ ଧନେଶ୍ୱରଙ୍କ ମୃତ୍ୟୁର ହେଲା ଖୁଲାସା, ଦୀର୍ଘ ୮ ଘଣ୍ଟା ଧରି କରିଥିଲେ ଅତ୍ୟାଚାର

କଟକ (କେନ୍ୟୁଜ): ୮ ଘଣ୍ଟା ଧରି ଅମାନୁଷିକ ଅତ୍ୟାଚାର। ବଡମ୍ବା ବ୍ଲକ ବଡବାରସିଂହ ଗ୍ରାମ ପଞ୍ଚାୟତ ସାତଗୋଛିଆ ଗାଁର ଧନେଶ୍ୱରଙ୍କ ମୃତ୍ୟୁ ଘଟଣାରେ ଖୁଲାସା ହେଲା ସଂଘାତିକ ଅଭିଯୋଗ। ଧନେଶ୍ୱରଙ୍କ ଗାଁ ପାଖରୁ ବକଳବାଡ଼ିଆ ଗାଁର ରାଜ ବେହେରାଙ୍କୁ ମଧ୍ୟ ବନ କର୍ମଚାରୀମାନେ ନିଜ ହେପାଜତକୁ ନେଇଥିଲେ…

ଲଭ୍, ସେକ୍ସ, ଧୋକା ଅଭିଯୋଗରେ ସିରିଏଲ୍ ଅଭିନେତା ଏମ୍ ସୁମନ ଥାନାରେ ଅଟକ

ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଆ ଧାରାବହିକ ଅଭିନେତାଙ୍କୁ ମହଙ୍ଗା ପଡିଲା ଲଭ୍, ସେକ୍ସ ଆଉ ଧୋକା। ପାହଳା ଥାନାରେ ଅଟକ ଅଭିଯୁକ୍ତ ଅଭିନେତା। ଏକାଧିକ ଓଡ଼ିଆ ସିରିଏଲ୍ ଅଭିନେତା ଏମ.ସୁମନ କୁମାର ଅଟକ । ଯୁବତୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ସହ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି…

ସ୍କୁଲ ଯିବା ବେଳେ ରାସ୍ତାରେ ହେଉଥିଲା ଟ୍ରାଫିକ ଜାମ୍ : ଥାନାରେ ଅଭିଯୋଗ କଲେ ୬ ବର୍ଷର ଛାତ୍ର

ନୂଆଦିଲ୍ଲୀ : ଥାନାରେ ପହଞ୍ଚିଲା ଜଣେ ୬ ବର୍ଷର ଶିଶୁ । କଣ ପାଇଁ ଏହି ଶିଶୁଟି ଥାନାକୁ ଆସିଲେ ତାହାର କାରଣ ଜାଣିବାକୁ ସମସ୍ତେ ବ୍ୟଗ୍ର ଥିଲେ। ତେବେ ଶିଶୁଟି କୌଣସି ଅଭିଯୋଗ ନେଇ ଆସିଥିବାର କୁହାଯାଉଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଖବର ଅନୁଯାୟୀ…

ଥାନାରେ ମହିଳା କଏଦୀଙ୍କ ସହ ଅମାନୁଷିକ କାର୍ଯ୍ୟ, ମହିଳା ଇନ୍ସପେକ୍ଟର ହିଁ କପଡ଼ା ଖୋଲି ନାଚିବାକୁ କରାଇ ଥିଲେ ବାଧ୍ୟ!…

ପାକିସ୍ତାନରେ ଜଣେ ମହିଳା କଏଦୀଙ୍କୁ କପଡ଼ା ଖୋଲି ଥାନାରେ ହିଁ ନାଚିବା ପାଇଁ ବାଧ୍ୟ କରାଯାଇଛି। ମହିଳାଙ୍କ ସହିତ ଏଭଳି ଅମାନବୀୟ କାର୍ଯ୍ୟରେ ପୁରୁଷ ନୁହନ୍ତି, ବରଂ ମହିଳା ପୋଲିସ କର୍ମୀ ହିଁ ସାମିଲ ଅଛନ୍ତି। ମାମଲା ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ମହିଳା ପୋଲିସ ଅଧିକାରୀଙ୍କୁ ବରଖାସ୍ତ…

ଦେଶର ୩ ଶ୍ରେଷ୍ଠ ଥାନା ମଧ୍ୟରେ ଗଞ୍ଜାମ ଗାଙ୍ଗପୁର ଥାନାକୁ ଚୟନ, ଥାନାଧିକାରୀଙ୍କୁ କରାଯିବ ସମ୍ବର୍ଦ୍ଧିତ

ଗଞ୍ଜାମ(କେନ୍ଯୁଜ୍): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ପୋଲିସ ଥାନାକୁ ଶ୍ରେଷ୍ଠ ଥାନା ଭାବେ ଚୟନ କରାଯାଇଛି । ଦେଶର ୩ ଶ୍ରେଷ୍ଠ ଥାନା ମଧ୍ୟରେ ଗାଙ୍ଗପୁର ପୋଲିସ ଥାନାକୁ ଚୟନ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଆସନ୍ତା ୧୯ ତାରିଖରେ ଲକ୍ଷ୍ନୌ ସ୍ଥିତ କେନ୍ଦ୍ର ମୁଖ୍ୟାଳୟ ଠାରେ ଆୟୋଜିତ ହେବାକୁ…

ପୁଣି ବାଲ୍ୟ ବିବାହ ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ ସିଡିପିଓ

ଯାଜପୁର (କେନ୍ୟୁଜ ) : ବର୍ତ୍ତମାନ ସମୟରେ ବାଲ୍ୟ ବିବାହ ବେଆଇନ୍ ଜାଣିଥିଲେ ହେଁ ଅଭିଭାବକ ସଚେତନ ହେଉନାହାନ୍ତି । ବାଲ୍ୟ ବିବାହ ଦାୟିତ୍ୱରୁ ମୁକ୍ତି ନୁହେଁ ବରଂ ଏହା ହେଉଛି ଶୈଶବ ପ୍ରତି ଅନ୍ୟାୟ । ଶିକ୍ଷା ଓ ସଚେତନତା ଅଭାବରୁ ଆଜିବି ଏହି ପ୍ରଥା ଚାଲିଆସିଛି । ଏଭଳି ଏକ ଘଟଣା ଦେଖିବାକୁ…