କେନ୍ଦୁଝର: ନଦୀରେ ବୁଡି ୩ବର୍ଷର ଶିଶୁ କନ୍ୟା ମୃତ

କେନ୍ଦୁଝର: ନଦୀରେ ବୁଡି ୩ବର୍ଷର ଶିଶୁ କନ୍ୟା ମୃତ । ମୃତକ କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଚମ୍ପୁଆ ବସ୍ତିର ଗଙ୍ଗାଧର ମୁଣ୍ଡାଙ୍କ ଝିଅ ସୁନିଆ ମୁଣ୍ଡା । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ପରିବାରର ଅନୁପସ୍ଥିତିରେ ଶିଶୁ କନ୍ୟା ଘରଠାରୁ ଅଳ୍ପ ଦୂରରେ ଥିବା କାରୋ ନଦୀକୁ ଚାଲିଯାଇ ହଠାତ୍‌ ପାଣିରେ ବୁଡିଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.