ମହୁମାଛି ଆକ୍ରମଣରେ ୩୦ରୁ ଅଧିକ ଛାତ୍ରୀ ଓ ଜଣେ ଶିକ୍ଷକ ଆହତ

ପରୀକ୍ଷାର୍ଥୀଙ୍କୁ ମହୁମାଛି ଆକ୍ରମଣ । ୩୦ରୁ ଅଧିକ ଛାତ୍ରୀ ଓ ଜଣେ ଶିକ୍ଷକଙ୍କୁ ମହୁମାଛି ଆକ୍ରମଣ କରିଛି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବାଳିକା ହାଇସ୍କୁଲକୁ ପରୀକ୍ଷା ଦେବାକୁ ଗଲାବେଳେ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି।

ଘଟଗାଁ (କେନ୍ୟୁଜ) : ପରୀକ୍ଷାର୍ଥୀଙ୍କୁ ମହୁମାଛି ଆକ୍ରମଣ । ୩୦ରୁ ଅଧିକ ଛାତ୍ରୀ ଓ ଜଣେ ଶିକ୍ଷକଙ୍କୁ ମହୁମାଛି ଆକ୍ରମଣ କରିଛି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବାଳିକା ହାଇସ୍କୁଲକୁ ପରୀକ୍ଷା ଦେବାକୁ ଗଲାବେଳେ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ଯାଉଥିବା ବେଳେ ହଠାତ ମହୁମାଛି ଆକ୍ରମଣ କରିଥିଲେ। ଆକ୍ରମଣ ପରେ ମଧ୍ୟ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଛନ୍ତି । ତେବେ ଜଣେ ଶିକ୍ଷକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.