ଆଜି ରାଜ୍ଯରେ ୩୨୩୫ କରୋନା ପଜିଟିଭ୍ ଚିହ୍ନଟ , ଗଲା ୧୬ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଆଉ ୩୨୩୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍ରୁ ୧୯୧୫, ଲୋକାଲ କେସ୍ ୧୩୨୦ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ଆଜି ମଧ୍ୟ ସର୍ବାଧିକ ୫୦୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଟକରୁ ୩୧୮ , ଅନୁଗୁଳରୁ ୧୭୯ ଓ ବରଗଡରୁ ୧୩୭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୨ ଲକ୍ଷ ୧୨ ହଜାର ୬୦୯ରେ ପହଁଞ୍ଚିଲା। ସୁସ୍ଥ ହୋଇଛନ୍ତି ଲକ୍ଷେ ୭୩ ହଜାର ୫୭୧। ଆକ୍ଟିଭ କେସ ରହିଛି ୩୮ ହଜାର ୧୭୨।
Covid-19 Report For 27th September
New Positive Cases: 3235
In quarantine: 1915
Local contacts: 1320(Details of local contacts will be shared by concerned Dist Administration)
District Wise Cases
1. Angul: 179
2. Balasore: 100
3. Bargarh: 137
4. Bhadrak: 67
5. Balangir: 101— I & PR Department, Odisha (@IPR_Odisha) September 28, 2020
6. Boudh: 42
7. Cuttack: 318
8. Deogarh: 12
9. Dhenkanal: 69
10. Gajapati: 31
11. Ganjam: 28
12. Jagatsinghpur: 86
13. Jajpur: 110
14. Jharsuguda: 71
15. Kalahandi: 42
16. Kandhamal: 62
17. Kendrapada: 103
18. Keonjhar: 86
19. Khurda: 506
20. Koraput: 59
21. Malkangiri: 21— I & PR Department, Odisha (@IPR_Odisha) September 28, 2020
ଆଜି ରାଜ୍ୟରେ କରୋନା ନେଲା ଆଉ ୧୬ ଜୀବନ । ବାଲେଶ୍ୱରରୁ ସର୍ବାଧିକ ୩ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍। ମୟୂରଭଞ୍ଜ, ପୁରୀ ଓ ଭୁବନେଶ୍ୱରରୁ ୨ଜଣ ଲେଖାଏଁ ଜୀବନ ଯାଇଛି। ବଲାଙ୍ଗିର, କଟକ, ଢେଙ୍କାନାଳ ଓ ଗଞ୍ଜାମରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ଯାଇଛି। କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁରରୁ ମଧ୍ୟ ଜଣେ ଲେଖାଏଁ ପଜିଟିଭ୍ଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍। ନୂଆ ମୃତକଙ୍କୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ୮୧୩ରେ ପହଞ୍ଚିଛି ।
22. Mayurbhanj: 118
23. Nawrangpur: 124
24. Nayagarh: 43
25. Nuapada: 106
26. Puri: 79
27. Rayagada: 101
28. Sambalpur: 120
29. Sonepur: 65
30. Sundargarh: 101
31. State Pool: 148New Recovery: 3378
Cumulative Tested: 3159400
Positive: 212609
Recovered: 173571
Active Case: 38172— I & PR Department, Odisha (@IPR_Odisha) September 28, 2020