Below header

ଓଡିଶାବାସୀଙ୍କ ପାଇଁ ଖୁସି ଖବର ! ରାଜ୍ୟ ଭିତରେ ଗଡିବ ୫ ସ୍ପେଶାଲ ଟ୍ରେନ, କେଉଁ ରୁଟରେ ଯିବ ପଢନ୍ତୁ

ଭୁବନେଶ୍ୱର (କେନ୍ୟୁଜ୍‌) : ଯାତ୍ରୀଙ୍କ ପାଇଁ ଖୁସି ଖବର। ଏବେ ଗୋଟେ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଇପାରିବେ। କାହିଁକିନା ରାଜ୍ୟ ସରକାର ଚଲାଇବେ ୫ଟି ସ୍ୱତନ୍ତ୍ର ଟ୍ରେନ। କେବଳ କନଫର୍ମ ଟିକେଟ ଥିବା ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ। ସ୍ପେଶାଲ ଟ୍ରେନ ପାଇଁ ଟିକେଟ ରିଜର୍ଭେସନ କାଉଣ୍ଟର ଆଇଆରସିଟିସିରୁ ମିଳିବ। ତୁନ ୮ରୁ ୩୦ ଯାଏଁ ଚାଲିବ ଟ୍ରେନ। ତେବେ ପ୍ରତି ଶନିବାର ଏବଂ ରବିବାର ସ୍ପେଶାଲ ଟ୍ରେନ ବନ୍ଦ ରହିବ। ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ଚାଲିବ ଟ୍ରେନ। ସମ୍ବଲପୁର-ଖୋର୍ଦ୍ଧାରୋଡ-ସମ୍ବଲପୁର ଚାଲିବ ଟ୍ରେନ। ଭୁବନେଶ୍ୱର-ବଲାଙ୍ଗିର-ଭୁନେଶ୍ୱର, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର, ଭୁବନେଶ୍ୱର-କୋରାପୁଟ, ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଚାଲିବ ଏହି ସ୍ପେଶାଲ ଟ୍ରେନ।

train

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.