ଗଣେଶ ପୂଜା ଭୋଗ ଖାଇ ୫୫ ଅସୁସ୍ଥ, ଡାକ୍ତରଖାନାରେ ବେଡ଼ ଅଣ୍ଟିଲାନି

ଏତେ ସଂଖ୍ୟକ ରୋଗୀଙ୍କ ପାଇଁ ମେଡିକାଲରେ ଆବଶ୍ୟକ ବେଡ ମଧ୍ୟ ନଥିଲା। ଗୋଟିଏ ବେଡରେ ଏକାଧିକ ଶିଶୁ ଓ ବୃଦ୍ଧଙ୍କୁ ରଖି ଚିକିତ୍ସା କରିଥିଲେ। କିଛି ଲୋକଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। 

ବୋୖଦ୍ଧ(କେନ୍ୟୁଜ୍): ଗଣେଶ ପୂଜା ଭୋଗ ଖାଇ ୫୫ ଅସୁସ୍ଥ । ବୋୖଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ମୁଷାଡ ଗାଁର ଘଟଣା। ଗଣେଶ ପୂଜା ଭୋଗ ଖାଇ ହଠାତ୍ ଏତେ ସଂଖ୍ୟକ ଲୋକ ଅସୁସ୍ଥ ହୋଇପଡିଥିଲେ। ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ।

ପୁରୁଣାକଟକ ମେଡିକାଲରେ ଭର୍ତ୍ତି ହୋଇଥିଲେ ସମସ୍ତେ। ଏତେ ସଂଖ୍ୟକ ରୋଗୀଙ୍କ ପାଇଁ ମେଡିକାଲରେ ଆବଶ୍ୟକ ବେଡ ମଧ୍ୟ ନଥିଲା। ଗୋଟିଏ ବେଡରେ ଏକାଧିକ ଶିଶୁ ଓ ବୃଦ୍ଧଙ୍କୁ ରଖି ଚିକିତ୍ସା କରିଥିଲେ। କିଛି ଲୋକଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.