ପୁଣି ବିମାନ ବନ୍ଦରରେ ସୁନା ଜବତ, କ୍ୟାପସୁଲ ଆକାରରେ ୭ଟି ସୁନା ଆଣୁଥିଲେ ଯାତ୍ରୀ

ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ସୁନା ଜବତ। ୬୧୩ ଗ୍ରାମ୍‌ ସୁନା ଜବତ କରିଛି ସୀମା ଶୁଳ୍କ ବିଭାଗ। ଏହି ଘଟଣାରେ ଦୁଇ ଜଣ ଯାତ୍ରୀଙ୍କୁ ଅଟକ ରଖାଯାଇଛି। ଜବତ ସୁନାର ଆନୁମାନିକ ମୂଲ୍ୟ ୨୨ ଲକ୍ଷ ଟଙ୍କା ହେବ। ୭ଟି କ୍ୟାପସୁଲ ଆକାରରେ ସୁନା ଆଣୁଥିଲେ ଯାତ୍ରୀ। କ୍ୱାଲାଲୁମ୍ପୁରରୁ ସୁନା ଆଣିଥିବା ବେଳେ ଭୁବନେଶ୍ୱର ବିମାନବନ୍ଦରରେ ଧରାପଡ଼ିଥିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.