ସୋର: ୭ ଫୁଟର ଅଜଗର ଉଦ୍ଧାର

୭ ଫୁଟର ଅଜଗର ଉଦ୍ଧାର । ବାଲେଶ୍ୱର ଜିଲ୍ଲା ସୋର ବ୍ଳକ ଗୋପୀନାଥପୁର ପଞ୍ଚାୟତ ଜୋକା ଗାଁରୁ ସାପ ଉଦ୍ଧାର ହୋଇଛି । ସାପଟି ଗାଁର ରମେଶ ପ୍ରଧାନଙ୍କ ଧାନ ବିଲରେ ଥିବା ଜାଲରେ ପଡିଥିଲା । ସାପକୁ ଦେଖିବା ପରେ ସେହି ଗାଁର କପିଳ ଦେବ ସାହୁ ଉଦ୍ଧାର କରିଥିଲେ ।

ସୋର(କେନ୍ୟୁଜ): ୭ ଫୁଟର ଅଜଗର ଉଦ୍ଧାର । ବାଲେଶ୍ୱର ଜିଲ୍ଲା ସୋର ବ୍ଳକ ଗୋପୀନାଥପୁର ପଞ୍ଚାୟତ ଜୋକା ଗାଁରୁ ସାପ ଉଦ୍ଧାର ହୋଇଛି । ସାପଟି ଗାଁର ରମେଶ ପ୍ରଧାନଙ୍କ ଧାନ ବିଲରେ ଥିବା ଜାଲରେ ପଡିଥିଲା । ସାପକୁ ଦେଖିବା ପରେ ସେହି ଗାଁର କପିଳ ଦେବ ସାହୁ ଉଦ୍ଧାର କରିଥିଲେ । ପରେ ଖବର ପାଇ ସାପ ଧରାଳି ସେକ୍ ମିର୍ଜା ପହଞ୍ଚି ସାପଟିକୁ ନେଇ ଜଙ୍ଗଲରେ ଛାଡିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.