୧୦୦ରୁ ଅଧିକ ଜାଲ୍ ୱେବସାଇଟକୁ ବ୍ୟାନ୍ କଲା କେନ୍ଦ୍ର ଗୃହମନ୍ତ୍ରାଳୟ

କରୋନା କାଳରେ ଲୋକେ ୱାର୍କ ଫ୍ରମ୍ ହୋମ କଲେ । ଏହି ସମୟରେ ଅନେକ ଲୋକ ପାର୍ଟ ଟାଇମ୍ ଚାକିରି ବି ଖୋଜିଲେ । ଏହାର ସୁଯୋଗ ନେଇ ଅନେକ ସଂସ୍ଥା ଜାଲ୍ ୱେବସାଇଟ୍ ଖୋଲି ଚାକିରିର ଲୋଭ ଦେଖାଇ ଲୋକଙ୍କୁ ଲୁଟିଲେ । ସେମାନଙ୍କ ଆକାଉଣ୍ଟ ଖାଲି କରି ଦେଲେ । ଏଭଳି ୧୦୦ରୁ ଅଧିକ ୱେସାଇଟକୁ ବ୍ୟାନ୍ କରିଛି କେନ୍ଦ୍ର ଗୃହମନ୍ତ୍ରାଳୟ ।

ନୂଆଦିଲ୍ଲୀ: କରୋନା କାଳରେ ଲୋକେ ୱାର୍କ ଫ୍ରମ୍ ହୋମ କଲେ । ଏହି ସମୟରେ ଅନେକ ଲୋକ ପାର୍ଟ ଟାଇମ୍ ଚାକିରି ବି ଖୋଜିଲେ । ଏହାର ସୁଯୋଗ ନେଇ ଅନେକ ସଂସ୍ଥା ଜାଲ୍ ୱେବସାଇଟ୍ ଖୋଲି ଚାକିରିର ଲୋଭ ଦେଖାଇ ଲୋକଙ୍କୁ ଲୁଟିଲେ । ସେମାନଙ୍କ ଆକାଉଣ୍ଟ ଖାଲି କରି ଦେଲେ । ଏଭଳି ୧୦୦ରୁ ଅଧିକ ୱେସାଇଟକୁ ବ୍ୟାନ୍ କରିଛି କେନ୍ଦ୍ର ଗୃହମନ୍ତ୍ରାଳୟ ।

ଏସବୁ ୱେବସାଇଟ୍ ବିଦେଶରୁ ପରିଚାଳିତ ହେଉଥିଲା । ଚାଟ୍ ମେସେଜ୍ ଓ ଡିଜିଟାଲ ବିଜ୍ଞାପନ ଜରିଆରେ ଏମାନେ ଲୋକଙ୍କୁ ଅକର୍ଷିତ କରି ଚାକି ଦେବା ବାହାନାରେ ଖୁବ୍ ଲୁଟିଛନ୍ତି । ଏହା ଉପରେ ନଜର ରଖିବା ପରେ କେନ୍ଦ୍ର ସରକାର ସେସବୁ ସଂସ୍ଥକୁ ନେସନାଲ ସାଇବର କ୍ରାଇମ୍ ଥ୍ରେଟ୍ ଆନାଲିସିସ୍ ୟୁନିଟର ଇଣ୍ଡିଆନ୍ ସାଇବର କ୍ରାଇମ କୋଅଡ଼ିନେସନ୍ ସେଣ୍ଟର ଜରିଆରେ ଚିହ୍ନଟ କରିଥିଲେ । କେନ୍ଦ୍ର ସରକାରଙ୍କ ତରଫରୁ ଏହି ସବୁ ୱେବସାଇଟକୁ ବ୍ୟାନ୍ କରିବା ପାଇଁ ସୁପାରିଶ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.