ଜଗନ୍ନାଥ ସଡ଼କ ରୁଆଛକରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ୮ ଆହତ

ଜଗନ୍ନାଥ ସଡ଼କ ରୁଆଛକରେ ବସ୍ ଦୁର୍ଘଟଣାଗ୍ରସ୍ତ । ଅସ୍ଥି ବିସର୍ଜନ ପାଇଁ ଆସୁଥିଲେ ପୁରୀ ଆସୁଥିଲେ । ସମସ୍ତ ଆହତ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

ପୁରୀ(କେନ୍ୟୁଜ୍): ପୁରୀରେ ତୀର୍ଥ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ୮ ଆହତ । ଜଗନ୍ନାଥ ସଡ଼କ ରୁଆଛକରେ ବସ୍ ଦୁର୍ଘଟଣାଗ୍ରସ୍ତ । ଅସ୍ଥି ବିସର୍ଜନ ପାଇଁ ଆସୁଥିଲେ ପୁରୀ ଆସୁଥିଲେ । ସମସ୍ତ ଆହତ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.